Browsing Tag

sonia gandhi

ଓଡ଼ିଶା ଆସିବେ ସୋନିଆ, ରାହୁଲ ଓ ପ୍ରିୟଙ୍କା, ନିର୍ବାଚନ ପାଇଁ ଭାଗ ଭାଗ ହୋଇ କରିବେ ପ୍ରଚାର

ଭୁବନେଶ୍ୱର (କେନ୍ୟୁଜ): ମେ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ସୋନିଆ, ରାହୁଲ ଓ ପ୍ରିୟଙ୍କା । ଭାଗ ଭାଗ ହୋଇ ପ୍ରଚାର କରିବେ । କୋରାପୁଟରେ ପ୍ରଚାର କରିବେ ସୋନିଆ ଗାନ୍ଧୀ । ରାୟଗଡ଼ା ଆସିବେ ରାହୁଲ । ରାହୁଲଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଗୁଣୁପୁର, ରାୟଗଡା, ବିଷମକଟକ…

‘ଶାଶୁ ଓ ଜୀବନସାଥୀଙ୍କୁ ହରାଇ ଏଠାକୁ ଆସିଥିଲି…’, ରାୟବରେଲି ଲୋକଙ୍କୁ ଭାବପୂର୍ଣ୍ଣ ଚିଠି ଲେଖିଲେ ସୋନିଆ ଗାନ୍ଧି

କଂଗ୍ରେସ ନେତା ସୋନିଆ ଗାନ୍ଧି ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥର ସେ ରାଜ୍ୟସଭା ଜରିଆରେ ସଂସଦ ଯିବେ । ଏଥିପାଇଁ ସୋନିଆ ଗାନ୍ଧି ରାଜସ୍ଥାନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାୟବରେଲିରୁ ସାଂସଦ ତଥା କଂଗ୍ରେସ ସଂସଦୀୟ ଦଳର ନେତ୍ରୀ…

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସୋନିଆ ଗାନ୍ଧି, ସାଥିରେ ଥିଲେ ରାହୁଲ ଏବଂ ପ୍ରିୟଙ୍କା

କଂଗ୍ରେସର ପୂର୍ବ ଅଧ୍ୟକ୍ଷ ସୋନିଆ ଗାନ୍ଧି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାଜସ୍ଥାନ ଜୟପୁରରୁ ସେ ନିଜ ନାମାଙ୍କନ ପତ୍ର ଭରିଛନ୍ତି । ନାମାଙ୍କନ କରିବା ସମୟରେ ସୋନିଆଙ୍କ ସହିତ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ । ସୋନିଆ…

ଆସନ୍ତା ଲୋକସଭା ନିର୍ବାଚନ ଲଢ଼ି ନପାରନ୍ତି ସୋନିଆ ଗାନ୍ଧି, ତାଙ୍କ ସ୍ଥାନରେ ପ୍ରାର୍ଥୀ ହୋଇପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ: ମାଆ ଯିବେ ରାଜ୍ୟସଭା, ଝିଅ ଲଢ଼ିବେ ଲୋକସଭା । ଆସନ୍ତା ଲୋକସଭା ନିର୍ବାଚନ ଲଢ଼ି ନପାରନ୍ତି ସୋନିଆ ଗାନ୍ଧି । ତାଙ୍କ ସ୍ଥାନରେ ପ୍ରାର୍ଥୀ ହୋଇପାରନ୍ତି ପ୍ରିୟଙ୍କା ଗାନ୍ଧି । ସେ ରାଏ ବରେଲୀରୁ ପ୍ରାର୍ଥୀ ହୋଇ ପାରନ୍ତି । ସୋନିଆ ଗାନ୍ଧି ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନ…

ମହିଳା ସଂରକ୍ଷଣ ବିଲକୁ ନେଇ ସୋନିଆ କହିଲେ ଏମିତି

ସଂସଦ ଭବନର ବିଶେଷ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ଏକ ଐତିହାସିକ ଦିନ । କାରଣ ପ୍ରଥମ ଥର ପାଇଁ ନୂଆ ସଂସଦ ଭବନରେ ପ୍ରକ୍ରିୟା ଆରମ୍ଭ ହେବ । ଏହି ସମୟରେ ଅନେକ ବିଲ୍ ମଧ୍ୟ ଏହି ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ମହିଳା ସଂରକ୍ଷଣ ବିଲ୍ ବିଷୟରେ ଅନେକ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧି; କହିଲେ, ଆଲୋଚନା ନ କରି କାହିଁକି ଡକାଯାଇଛି ସ୍ୱତନ୍ତ୍ର…

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସଂସଦର ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ପଚାରିଛନ୍ତି। ବିନା ଆଲୋଚନାରେ କାହିଁକି ସ୍ୱତନ୍ତ୍ର ଅଧିବେଶନ ଘୋଷଣା କରାଯାଇଛି ବୋଲି ସୋନିଆ ପ୍ରଶ୍ନ କରିଛନ୍ତି। ଏହା ବିଷୟରେ ସୂଚନା ଦେବାକୁ ଯାଇ…

ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଛାତି ସଂକ୍ରମଣ ଯୋଗୁ ହସ୍ପିଟାଲରେ ଭର୍ତ୍ତି; ଅବସ୍ଥା ସ୍ଥିର

କଂଗ୍ରେସ ନେତ୍ରୀ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ସଂକ୍ରମଣ ପରେ ତାଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ ସ୍ୱତନ୍ତ୍ର ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି। ଡାକ୍ତରଙ୍କ…

କଂଗ୍ରେସ ଅଧ୍ୟକ୍ଷଙ୍କ ‘ବିଷାକ୍ତ ସାପ’ ଟିପ୍ପଣୀ ପରେ ବିଜେପି ବିଧାୟକଙ୍କ ପ୍ରତିଆକ୍ଷେପକୁ ନେଇ ହଙ୍ଗାମା, ସୋନିଆ…

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ ଏବେ ରାଜନୀତି ବ୍ୟକ୍ତିଗତ ଆକ୍ଷେପ ପ୍ରତି ଆକ୍ଷେପରେ ପହଞ୍ଚିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀ ମାମଲା ଶାନ୍ତ ପଡ଼ି ନ ଥିବାବେଳେ ଏବେ ଏହାର ଜବାବରେ…

ଦିଲ୍ଲୀ ରାସ୍ତାରେ ବୁଲି ବୁଲି ଖାଦ୍ୟର ମଜା ନେଲେ ରାହୁଲ ଗାନ୍ଧୀ, କହିଲେ, ସ୍ୱାଦିଷ୍ଟ ବ୍ୟଞ୍ଜନ ରାନ୍ଧନ୍ତି ମୋ ମା’…

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ଯିବା ପରେ ନିକଟରେ ସେ ଜଣେ ଫୁଡ୍‌ ବ୍ଲଗରଙ୍କୁ ଇଣ୍ଟରଭ୍ୟୁ ଦେଇଥିଲେ, ଯେଉଁଥିରେ ସେ ରାଜନୀତିକୁ ଛାଡ଼ି ନିଜ ବିଷୟରେ ଅନେକ କଥା କହିଥିଲେ। କଂଗ୍ରେସ ନେତା ସମ୍ପୃକ୍ତ ୟୁଟ୍ୟୁବ ଚ୍ୟାନେଲରୁ ଏକ ଭିଡିଓ କ୍ଲିପ୍‌ ମଧ୍ୟ…

ସୋନିଆ ଗାନ୍ଧିଙ୍କ ସଂପର୍କୀୟଙ୍କ ଜମି ହଡ଼ପ କରିଥିଲା ଅତିକ ଅହମଦ, ସୋନିଆଙ୍କ ହସ୍ତକ୍ଷେପ ପରେ ମିଳିଥିଲା ସଂପତ୍ତି

ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଗୁଳିକରି ହତ୍ୟା କରିଦିଆଗଲା । ହେଲେ ଅତିକ ପ୍ରୟାଗରାଜରେ ସୋନିଆ ଗାନ୍ଧିଙ୍କ ସଂପର୍କୀୟଙ୍କ ସଂପତ୍ତି ମାଡ଼ି ବସିଥିବାର ଖବର ଏବେ ଚର୍ଚ୍ଚାକୁ ଆସିଛି । ଲକ୍ଷ୍ନୌର ପୋଶ ସିଭିଲ ଲାଇସେନ୍ସ ଅଞ୍ଚଳରେ ଥିବା ଏକ ସମ୍ପତ୍ତି ଉପରେ କବଜା କରିଥିଲା ଅତିକ ଅହମଦ । ଆଉ…

ସୋନିଆ ଗାନ୍ଧୀ ଅସୁସ୍ଥ, ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ୱର ଆସିବା ପରେ ଗୁରୁବାର ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ଏଠାରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କୁ ରଖାଯାଇଛି। ସାର୍ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ଜାରି ସୂଚନା ମୁତାବକ,…

ଭାରତ ଯୋଡୋ ଯାତ୍ରା ସହ ମୋର ଇନିଂସ ଶେଷ ହୋଇପାରେ : ସୋନିଆ ଗାନ୍ଧି

ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ସୋନିଆ ଗାନ୍ଧି। ଭାରତ ଯୋଡ଼ୋ ଯାତ୍ରା ସହ ରାଜନୀତି ଛାଡ଼ି ପାରନ୍ତି। ରାୟପୁରରେ କଂଗ୍ରେସର ୮୫ତମ ମହାଧିବେଶନରେ ଏହି ଘୋଷଣା କରିଛନ୍ତି କଂଗ୍ରେସ ନେତା ସୋନିଆ ଗାନ୍ଧି। ଭାରତ ଯୋଡୋ ଯାତ୍ରା ଦଳ ପାଇଁ ଟର୍ଣ୍ଣିଂ ପଏଣ୍ଟ ହୋଇପାରେ ବୋଲି ସେ କହିଛନ୍ତି ।…