Browsing Tag

summer day

ଆଉ ୪୮ ଘଣ୍ଟା ନିଆଁ ବର୍ଷା: ଆଜି ଅତି ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେନ୍ୟୁଜ୍‌): ଆଉ ୪୮ ଘଣ୍ଟା ନିଆଁ ବର୍ଷା। ସାରା ରାଜ୍ୟରେ ଅସମ୍ଭାଳ ତାତି। ଆକାଶରୁ ନିଆଁ ବର୍ଷୁଛି । ଆଜି ବି ବର୍ଷିବ। ଗତକାଲି ୪୩.୬ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟି ଥିଲା । ସ୍ୱଭାବିକଠାରୁ ୫.୭ ଡିଗ୍ରୀ ଉପରେ ରହୁଛି ରାଜଧାନୀ ତାପମାତ୍ରା । ୪୨ ଡିଗ୍ରୀ…

କାଲିଠୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୫ରୁ ୬ ଡିଗ୍ରୀ ସେଲସିୟସ୍ ବଢ଼ିବା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): କାଲି ଠାରୁ କଲବଲ କରି ଗ୍ରୀଷ୍ମଲହରୀ । ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ ଓ ୟନମରେ ଗ୍ରୀଷ୍ମଲହରୀ ପ୍ରବାହ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ସେପଟେ ଜାରି ରହିଛି ତାତିର ପ୍ରକୋପ । ସକାଳୁ ଅସ୍ତବ୍ୟସ୍ତ…

ରାଜ୍ୟରେ ୪୦ ମୁହାଁ ପାରଦ, ଆହୁରି ୨ ରୁ ୩ ଡ଼ିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ୪୦ ମୁହାଁ ପାରଦ। ମାର୍ଚ୍ଚରୁ ଜଳିଲାଣି। ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ତାତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ୩୮ ଡିଗ୍ରୀ ଅତିକ୍ରମ କରିଛି ପାରଦ। ୩-୪ ଦିନ ମଧ୍ୟରେ ୪୦ ଟପିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୧୧…

ଗ୍ରୀଷ୍ମ ଋତୁ ପୂର୍ବରୁ ହୋଇଯାଆନ୍ତୁ ସାବଧାନ! ନଚେତ ଆପଣ ମଧ୍ୟ ଏହିସବୁ ରୋଗର ଶୀକାର ହୋଇପାରନ୍ତି …

ପାଗ ବଦଳିବା ସହିତ ରୋଗ ଗୁଡିକ ମଧ୍ୟ ସେମାନଙ୍କର ରୂପ ବଦଳାଇବା ଆରମ୍ଭ କରନ୍ତି। ଏପରି କିଛି ରୋଗ ଅଛି, ଯାହା ଗ୍ରୀଷ୍ମ ଋତୁରେ ଲୋକଙ୍କୁ ଶୀଘ୍ର ଆକ୍ରମଣ କରିଥାଏ | ଯଦିଓ ଏହି ରୋଗଗୁଡିକ ସାଧାରଣ, କିନ୍ତୁ ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ସାଂଘାତିକ ହୋଇପାରେ। ରୋଗଗୁଡିକର…

ଖରା ଦିନେ ଆପଣଙ୍କ ସ୍କିନ୍ ପାଇଁ ବରଦାନ ସାବ୍ଯସ୍ତ ହୋଇପାରେ ଏହି ସବୁ ଘରୋଇ ଉପଚାର, ଏମିତି କରନ୍ତୁ ବ୍ଯବହାର

ଆସିଗଲାଣି ଖରା ଦିନ। ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ୍ । କିନ୍ତୁ ପେଟ ପାଟଣା ପାଇଁ ଘରୁ ବାହାରିବାକୁ ତ ପଡିବ । ତେବେ ବିଶେଷ କରି ଖରାରେ ବାହାରିବା ଦ୍ବାରା ଆମ ହାତ, ବେକ, ଗୋଡ଼ ଓ ମୁହଁରେ ଟାଣ ଖରା ପ୍ରକୋପା କଳା ଦାଗ ପଡିଯାଇଥାଏ । ଯାହାକୁ ଆମେ ଡି-ଟ୍ୟାନ୍ କହିଥାଉ। ଯାହାଦ୍ବାରା…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ବଢିବ ଗ୍ରୀଷ୍ମପ୍ରବାହ, ଆଜି ୧୧ଟି ଜିଲ୍ଲାକୁ ହିଟ୍‌ ୱେଭ୍‌ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର : ତାତିରେ ଡହଳ ବିକଳ ହେଉଛି ଓଡ଼ିଶା । ସାରା ରାଜ୍ୟରେ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ଏହି ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ସୂଚନା ଅନୁଯାୟୀ ଗତକାଲି ରାଜ୍ଯର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ, ଟିଟିଲାଗଡ଼ରେ…

ରାଜ୍ୟରେ ବଢୁଛି ତାତି: ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ, ତତଲାଗଡ଼ ପାଲଟିଛି ଟିଟିଲାଗଡ଼

ଭୁବନେଶ୍ବର: ଡେଉଁଛି ପାରଦ । ବଢୁଛି ତାତି । ରାଜ୍ୟରେ ଅସହ୍ୟ ହେଲାଣି ଗରମ । ବର୍ତ୍ତମାନ ସୁଦ୍ଧା ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ତତଲାଗଡ଼ ପାଲଟିଛି ଟିଟିଲାଗଡ଼ । ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦ୍ୱିତୀୟ…

ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ପ୍ରକୋପ, ଆସନ୍ତା ଏପ୍ରିଲରୁ ଜୁନ୍‌ ଅସମ୍ଭାଳ ହେବ ତାତି

ଭୁବନେଶ୍ବର: ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ପ୍ରକୋପ। ତେବେ ଆସନ୍ତା ଏପ୍ରିଲରୁ ଜୁନ୍‌ ମଧ୍ୟରେ ଅସମ୍ଭାଳ ତାତି ହେବ । ଏହି ମାସ ମଧ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିାଯାଇଛି। ମିଳିଥିବା ସୂଚନା ଅନୁସାରେ…

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ, ୪୪.୨ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

କେନ୍ୟୁଜ୍: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ । ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ପୁରା ପଶ୍ଚିମ ଓଡ଼ିଶାରେ ଖରାର ପ୍ରକୋପ । ୪୪.୨ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି । କାଲି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ…

ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ, ଆସନ୍ତା ୧୮ରୁ ବଢ଼ିବ ତାତି

କେନ୍ୟୁଜ୍ : ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଆସନ୍ତା ୧୮ ତାରିଖରୁ ତାତି ଆହୁରି ବଢ଼ିବ । ଆଭ୍ୟନ୍ତରୀଣ ଓଡିଶାର ତାପମାତ୍ରା ଉପକୂଳ ଓଡ଼ିଶା ଠାରୁ ୨ ରୁ ୩ ଡିଗ୍ରୀ ସେଲସିୟସ ଅଧିକ ରହିବ । ଗତକାଲି ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ତାଳଚେର ଓ…

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ, ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

କେନ୍ୟୁଜ୍: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଗତକାଲି ୪୦ ଡିଗ୍ରୀ ସେଲସିୟସ ଉପରେ ୧୧ ସହରର ତାପମାତ୍ରା ରେକର୍ଡ କରାଯାଇଛି । ସୋନପୁର ୪୨.୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଆଉ ୨ ଦିନ ଧରି ଗ୍ରୀଷ୍ମ…