ଅଯୋଧ୍ୟାକୁ ବମ୍ରେ ଉଡ଼ାଇ ଦେବାକୁ ଧମକ! ସମସ୍ତ ପ୍ରମୁଖ ମନ୍ଦିର, ପ୍ରବେଶ ସ୍ଥାନରେ ବଢ଼ିଲା ସୁରକ୍ଷା; ପୂର୍ବରୁ ଏଠାରୁ…
ଭଗବାନ ରାମଚନ୍ଦ୍ରଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାକୁ ବମ୍ରେ ଉଡ଼ାଇ ଦେବାକୁ ମିଳିଛି ଧମକ। ସୋସିଆଲ ମିଡିଆରେ ଏହି ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସି ଏବଂ ପ୍ରଶାସନିକ ସ୍ତର ସଜାଗ ହୋଇ ଉଠିଛି। ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ଘନ ଘନ ଯାଞ୍ଚ ଆରମ୍ଭ ହୋଇ ଯାଇଛି। ବିଶେଷ କରି ରାମ ନଗରୀର ସମସ୍ତ…