Browsing Tag

tiktok video

ବିଶ୍ୱର ସବୁଠାରୁ ବଡ ପାଟି ଥିବା ମହିଳା, ଜାଣନ୍ତୁ ଟିକଟକ୍‌ ରେ ତାଙ୍କ ଫଲୋର୍ସ କେତେ?

ସାମନ୍ଥା ରାମସଡେଲ ନାମକ ଜଣେ ୩୦ ବର୍ଷିୟ ମହିଳା ନିଜର ଅସାମାନ୍ୟ ବିଶେଷତା ପାଇଁ ଟିକଟକ୍‌ ରେ ପ୍ରସିଦ୍ଧ। ହୋଇପାରେ ଏହି ଭିଡିଓ ଆପଣଙ୍କୁ ସାମାନ୍ୟ ଅଶାନ୍ତ କରିଦେଇପାରେ କିନ୍ତୁ ନିଶ୍ଚୟ ଆପଣ ଏହି ଭିଡିଓକୁ ନିଜର ସାଙ୍ଗ-ସାଥୀ ଏବଂ ପରିବାର ଲୋକଙ୍କ ମଧ୍ୟରେ ସେୟାର କରିବା ସହ ନିଶ୍ଚୟ…

ବାରଣାସୀରେ ଟିକଟକ୍ ନେଲା ଜୀବନ, ଗାଧୋଇବା ବେଳେ ଚାଲିଗଲା ୫ସାଙ୍ଗଙ୍କ ଜୀବନ

ବାରଣାସୀ ରାମନଗର ଥାନା ଅଞ୍ଚଳର ଗଙ୍ଗା ନଦୀ କୂଳରେ ଏକ ଛାତି ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଘଟଣାଟି ହେଉଛି ଗଙ୍ଗା କୂଳରେ ୫ଜଣ ସାଙ୍ଗ ଗାଧୋଉଥିବା ସମୟରେ ପାଣି ବୁଡିଯାଇ ୫ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ ମୃତ୍ୟୁ ହୋଇଥିବା ସମସ୍ତ ଝିଅ ରାମନଗର ଅଞ୍ଚଳର ୨ ଅଞ୍ଚଳ ୱାରୀ ଗଢହୀ…

ଡ୍ୟାନ୍ସ କଲେ ସପ୍ତାହକୁ ୪ ଲକ୍ଷ ଦେଉଛନ୍ତି ଜ୍ୟାକଲିନ, ଆପଣ ଏମିତି ଉଠାନ୍ତୁ ଫାଇଦା

ନିକଟରେ ସଲମାନ ଏବଂ ଜ୍ୟାକଲିନଙ୍କ ନୂଆ ମ୍ୟୁଜିକ ଭିଡିଓ ନିକଟରେ ରିଲିଜ ହୋଇଥିଲା ।ଯାହା ଦର୍ଶକେ ବେଶ ପ୍ରଶଂସା ମଧ୍ୟ କରିଥିଲେ । ଏବେ ଜ୍ୟାକଲିନ ସଲମାନଙ୍କ ଫାର୍ମହାଉସରେ ରହିଛନ୍ତି । କରୋନା ଯୋଗୁଁ ଚାଲିଥିବା ଲକଡାଉନରେ ଫସିଛନ୍ତି ଜ୍ୟାକଲିନ । ସଲମାନଙ୍କ ସହିତ ମ୍ୟୁଜିକ ଭିଡିଓ ରିଲିଜ…

ଟିକ୍‌ଟକ୍‌ରେ ଲୋକପ୍ରିୟ ହେବା ପାଇଁ କାରରେ ନାଲିବତୀ ଲଗାଇଲା ଯୁବକ, ପୋଲିସ ଧରି ଦେଲା ପାନେ

ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ଆଜିକାର ଯୁବପିଢ଼ି କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ନିକଟରେ ଗୁରୁଗାଓଁରେ ସେହିଭଳି ଏକ ମାମଲା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୭ ବର୍ଷୀୟ ଯୁବକ ଟିକ୍‌ଟକ୍‌ରେ ଲୋକପ୍ରିୟ ହେବା ଚକ୍କରରେ ଥାନାକୁ ଯାଇଛି। ରିପୋର୍ଟ ମୁତାବକ…

ଦିନେ tiktok ଭିଡିଓ କରି ହୋଇଥିଲେ ନିଲମ୍ବିତ, ଏବେ ସେହି ଟିକଟକ୍‌ ପାଇଁ ହେଲେ ଷ୍ଟାର

ଗୁଜରାଟର ଜଣେ ମହିଳା ପୋଲିସକର୍ମୀଙ୍କୁ ଗତ ବର୍ଷ ଥାନାରେ ଟିକଟକ କରି ଭାଇରାଲ ହୋଇଥିବା ଖବର ତ ଆପଣଙ୍କର ମନେଥିବ। ଯେ କେମିତି ନିଜ ଡ୍ୟୁଟି ସମୟରେ ଟିକଟକ୍‌ ଭିଡିଓ କରିବା ମହଙ୍ଗା ପଡିଥିଲା। ଥାନାରେ ଲକ୍‌-ଅପ୍‌ ସାମ୍ନାରେ ଫିଲ୍ମ ଗୀତରେ ଡ୍ୟାନ୍ସ କରି ଭିଡିଓ କରିବା ଭାରୀ ପଡିଯାଇଥିଲା।…

ଟିକଟକ୍‌ କରୁଛି ପାଗଳ, ଚଳନ୍ତା ଟ୍ରେନରୁ ଷ୍ଟଣ୍ଟ୍‌ ମାରିବା ବେଳେ ଖସି ପଡିଲେ ଯୁବକ, ଦେଖନ୍ତୁ ଲାଇଭ୍‌ ଭିଡିଓ

ଏବେ ସାରା ଦୁନିଆକୁ ଲାଗିଛି ଟିକଟକ୍‌ ନିସା। ଟିକଟକ ପାଇଁ ଲୋକେ ପାଗଳ ହେଉଛନ୍ତି। ନିଜ ୟୁନିକ ଭିଡିଓରେ ଲୋକଙ୍କଠୁ ଲାଇକ୍‌ ପାଇବା ପାଇଁ ଆଜିର ଯୁବପିଢ଼ୀ କୌଣସି ବି ସ୍ତରକୁ ଯାଉଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ କିଛି ସମୟ ପାଇଁ…

ଛାତ୍ରୀ କରୁଥିଲେ ଟିକ୍‌ ଟକ୍‌ ଭିଡିଓ, ପାଟିରେ ଅଟକିଗଲା Harmonica

ସାନ ଭାଇକୁ ହସାଇବା ପାଇଁ ଜଣେ ଛାତ୍ରୀ ‘ହାର୍ମୋନିକା’କୁ ନିଜ ପାଟିରେ ଭର୍ତ୍ତି କରିଥିଲେ। ହାର୍ମୋନିକା ଏକ ମ୍ୟୁଜିକାଲ ଇଷ୍ଟମେଣ୍ଟ, ଯାହାକୁ ଫିଲ୍ମ ‘ଶୋଲେ’ରେ ଅମିତାଭ ବଚ୍ଚନ ବଜାଇଥିଲେ। ଏହି ଇଷ୍ଟମେଣ୍ଟକୁ ଓଠରେ ଲଗାଇ ବଜାଯାଇଥାଏ। କିନ୍ତୁ ଛାତ୍ରୀ ଜଣକ ଏହାକୁ ପାଟି ଭିତରେ ପୂରାଇ…

କ୍ଲାସରେ ସାଙ୍ଗ ସହିତ କଥା ହେବାର ଜବରଦସ୍ତ ଆଇଡିଆ ବାହାର କଲେ ଯୁବତୀ, ଭିଡିଓ ଦେଖି ଆପଣ କହିବେ ବାଃ ବାଃ

କୌଣସି କଥାକୁ ଶିଘ୍ର ମନେ ପକାଇବା ଏବଂ ବହୁତ ଜଲଦି ବୁଝିବା, ଏହି କ୍ଷେତ୍ରରେ ପିଲାମାନେ ସବୁବେଳେ ଆଗରେ ରହିଥାନ୍ତି। ଆମେ ସମସ୍ତେ ଜାଣିଛନ୍ତି ଯେ ପିଲାମାନେ ସବୁ ଜିନିଷକୁ ପିଲାମାନେ ଆଗେ ଧରାପକାଇ ଦିଅନ୍ତି। ଟେକ୍ନୋଲୋଜି ମାମଲାରେ ମଧ୍ୟ ଏମାନେ ଅନେକ ମାମଲାରେ ସବୁଠାରୁ ସ୍ମାର୍ଟ ପ୍ରମାଣିତ…

ଭୋକିଲା ବାଘକୁ ଦୂରରୁ ଦେଖିଲେ ହରିଣ, ତାପରେ ହେଲା କିଛି ଏପରି, ଦେଖନ୍ତୁ ଭିଡିଓ

ଟିକଟକରେ ସବୁଦିନ ଭଳି ଅନେକ ଭିଡିଓକୁ ମଧ୍ୟ ଲୋକମାନେ ପସନ୍ଦ କରୁଛନ୍ତି। ଯାହା ଏବେ ଟପ୍‌ ଟ୍ରେଣ୍ଡରେ ରହିଛି। ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଲୋକମାନେ ଟ୍ରେଣ୍ଡିଂ ଭିଡିଓରେ ରଖିଛନ୍ତି। କିଛି ବଛା ବଛା ଟ୍ରେଣ୍ଡିଂ ଟିକଟକ୍‌ ଭିଡିଓ ଆଜି ଆମେ ଆପଣଙ୍କୁ …

ବିଲୁଆକୁ ଦେଖି ଦୂରରୁ ଧାଇଁଆସିଲା ସିଂହ, ଜୀବନ ବଞ୍ଚାଇବା ପାଇଁ କେମିତି ଆକ୍ଟିଂ କଲା ଚତୁର ବିଲୁଆ, ଦେଖନ୍ତୁ ଫଟୋ

କେବଳ ମଣିଷ ନୁହନ୍ତି, ପଶୁମାନେ ମଧ୍ୟ ନିଜ ଜୀବନ ବଞ୍ଚାଇବା ପାଇଁ ଆକ୍ଟିଙ୍ଗ୍‌ କରିଥାଆନ୍ତି। କେତେକ ପଶୁଙ୍କଠାରେ ଏଭଳି ଅଭ୍ୟାସ ଦେଖାଦେଇଥାଏ। ଏବେ ଏବେ ଏକ ସିଂହର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଯେ ନିଜ ଆଡ଼କୁ ମାଡ଼ିଆସୁଥିବା ଏକ ସିଂହକୁ ଦେଖି…

ଏଣିକି ଟଙ୍କା ବଦଳରେ ଦେବାକୁ ପଡିପାରେ ପିଆଜ, ଦେଖନ୍ତୁ ଏହି ଭିଡ଼ିଓ

ପିଆଜ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ତ ଲୋକ ପିଆଜ ନାଁ ଧରିବାକୁ ଡରୁଛନ୍ତି। ଏହାର ଦାମ ଲୋକଙ୍କ ଆଖିରେ ଲୁହ ଆଣିଦେଉଛି। କ୍ଷୁଦ୍ର ବ୍ୟବସାୟୀମାନେ ପିଆଜର ଦାମକୁ ଶହେ ଟଙ୍କା ଉପରେ କରିଦେଲେଣି। ଏହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପଡୁଛି । ଏବେ ପିଆଜକୁ ନେଇ ଚାରିଆଡେ…

ରୋଗୀଙ୍କ ନକଲ କରିବାକୁ ଯାଇ ନର୍ସ ବନାଇଲେ TikTok Video, ଏବେ ଲୋକେ କହୁଛନ୍ତି ଏପରି

ସୋସିଆଲ ମିଡିଆରେ ଜଣେ ନର୍ସଙ୍କ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଜଣେ ରୋଗୀଙ୍କ ନକଲ କରୁଥିବାର ଦେଖିବାକୁ ମିଳୁଛି। ଟୁଇଟରରେ ଡି ରୋଜ ନାମ୍ନୀ ଜଣେ ୟୁଜର ଏକ ଟିକ୍‌ଟକ ଭିଡିଓ ଶେୟାର କରିଛନ୍ତି। ଏଥିରେ ରୋଜ ରୋଗୀ ଏବଂ ନର୍ସ, ଦୁଇଟି ରୂପରେ ନଜର ଆସୁଛନ୍ତି। ଭିଡିଓରେ ରୋଗୀ…