କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଟିଟୋର ବଦଳିଲା ଠିକଣା, ଝାରପଡ଼ାରୁ ଗଲା ବ୍ରହ୍ମପୁର ମଣ୍ଡଳ କାରାଗାର
ଭୁବନେଶ୍ବର : କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଟିଟୋ ଓରଫ୍ ସୟଦ ଉସମାନ ଅଲ୍ଲୀର ଠିକଣା ବଦଳିଛି। ଝାରପଡ଼ା ଜେଲରେ ରହୁଥିବା ଟିଟୋକୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଛି।
ସପ୍ତାହେ ତଳେ ଝାରପଡ଼ା ଜେଲରେ ଚଢ଼ଉ ସମୟରେ ଯେଉଁ ମୋବାଇଲ ଫୋନ୍ ମିଳିଥିଲା ସେହି ଆଧାରରେ ଟିଟୋକୁ…