Browsing Tag

tomorrow

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୩ରୁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ (କେନ୍ୟୁଜ): ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ବନକଲାଗି ନୀତି ସମୟରେ ଠାକୁରଙ୍କ ଦର୍ଶନ କଟକଣା ରହିବ। ଏହି ସମୟରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ରହିବ । ଅପରାହ୍ନରେ ଏହି ନୀତି ପାଇଁ ୩ରୁ ୪ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ…

ଆସନ୍ତାକାଲି କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଭୋଟିଂ, ୨୪ ବର୍ଷ ପରେ ଦଳକୁ ମିଳିବ ଅଣଗାନ୍ଧୀ ନେତୃତ୍ବ

ନୂଆଦିଲ୍ଲୀ : କିଏ ହେବ କଂଗ୍ରେସର ନୂଆ ବସ୍‌ । ଆସନ୍ତାକାଲି କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ହେବ ନିର୍ବାଚନ । ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ହେବ ସିଧାସଳଖ ଲଢେଇ । ଦୀର୍ଘ ୨୪ ବର୍ଷ ପରେ ପୁଣି ଦଳକୁ ଜଣେ ଅଣଗାନ୍ଧୀ ବା ଗାନ୍ଧୀ ପରିବାର ବାହାରର ସଦସ୍ୟ ହାଇକମାଣ୍ଡ ଭାବେ…

ଆସନ୍ତାକାଲିଠୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ, ରାଜ୍ୟର ୨୮ ଟି ସହରରେ ଅନୁଷ୍ଠିତ ହେବ ପରୀକ୍ଷା

(କେନ୍ୟୁଜ): ଆସନ୍ତାକାଲିଠୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ । ମୋଟ୍‌ ୨୮ ହଜାର ୨୬୦ ଜଣ ପରୀକ୍ଷା ଦେବେ । ରାଜ୍ୟର ୨୮ଟି ସହରରେ ୩୮ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଓ ପାଟନାରେ ଗୋଟିଏ ଲେଖାଏ ସେଣ୍ଟର କରାଯାଇଛି । ଏମବିଏ, ବି ଟେକ, ବି ଫାର୍ମା ବିଭାଗର…

କାଲି ପ୍ରକାଶ ପାଇବ ସିବିଏସଇ ରେଜଲ୍ଟ : ବୋର୍ଡର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ

ନୂଆଦିଲ୍ଲୀ :  ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ । ଆସନ୍ତାକାଲି ସାଢ଼େ ୧୨ଟାରେ ପରୀକ୍ଷାଫଳ ପ୍ରକାଶ ପାଇବ । ସିବିଏସଇର ଦଶମ ଓ ଦ୍ୱାଦଶ ସହିତ ଟର୍ମ-୨ର ରେଜଲ୍ଟ ବୋର୍ଡର ଅଫିସିଆଲ ୱେବସାଇଟ୍ www.cbse.nic.in ବ୍ୟତୀତ ଡିଜି ଲକର, ଉମଙ୍ଗ ଆପ୍ରେ ମଧ୍ୟ ଉପଲବ୍ଧ ହେବ ।…

ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା: ଦୁଇବର୍ଷ ପରେ ପରୀକ୍ଷା କେନ୍ଦ୍ରରେ ବସିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା। ଦୁଇବର୍ଷ ପରେ ଛାତ୍ରଛାତ୍ରୀ ଦେବେ ଅଫଲାଇନ ପରୀକ୍ଷା। ପରୀକ୍ଷା ଦେବେ ୩,୨୧,୫୦୮ ପରୀକ୍ଷାର୍ଥୀ। ସାରା ରାଜ୍ଯରେ ଏଥିପାଇଁ ୧୧୩୩ ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ୨୦୨ ଟି ହବ କରାଯାଇଛି। ସକାଳ ୯ ଟା ରୁ ଆରମ୍ଭ ହେବ ପରୀକ୍ଷା।…

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କାଲିଠୁ ୫ ଦିନ ସ୍କୁଲ ଛୁଟି

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ଆସନ୍ତାକାଲିଠୁ ୫ ଦିନ ସ୍କୁଲ ଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ସ୍କୁଲ ଛୁଟି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା କାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ…

ରାତି ପାହିଲେ ପିପିଲି ଉପନିର୍ବାଚନ, ବୁଥରେ ପହଞ୍ଚିଛନ୍ତି ପୋଲିଂ ପାର୍ଟି

ପିପିଲି (କେନ୍ୟୁଜ): ଆସନ୍ତାକାଲି ପିପିଲି ଉପନିର୍ବାଚନ । ଭୋଟର କରିବେ ନେତାଙ୍କ ଭାଗ୍ୟ ପରୀକ୍ଷା। ମତଦାନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବୁଥରେ ପହଞ୍ଚିଛନ୍ତି ପୋଲିଂ ପାର୍ଟି । ନିର୍ବାଚନ ମଣ୍ଡଳୀରେ ମୋଟ ୩୪୮ଟି ପୋଲିଂ ବୁଥ୍‌ ରହିଛି । ସେଭିତରୁ ୨୦୧ଟି ସମ୍ବେଦନଶୀଳ…

ଶେଷ ଦିନିକିଆ କାଲି : ‘କ୍ୟୁଇ’ କରିବ କି କ୍ଲିନ୍‌ ସୁଇପ୍‌ ନା ଫେରିବ ଟିମ୍‌ ଇଣ୍ଡିଆ ?

ମୌଙ୍ଗାନୁଇ (ନ୍ୟୁଜିଲାଣ୍ଡ) : ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯିବ ଶେଷ ଦିନିକିଆ ମ୍ୟାଚ୍‌ । ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ରହି ଘରୋଇ ନ୍ୟୁଜିଲାଣ୍ଡ ଦଳ ସିରିଜ୍‌ ଜିତି ସାରିଛି । ଏବେ ଭାରତ କେବଳ ତାର ସମ୍ମାନ ରକ୍ଷା କରିବାକୁ ଶେଷ ମ୍ୟାଚ୍‌ ଜିତିବା…

କାଲିଠାରୁ ରାଞ୍ଚିରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟେଷ୍ଟ, ସିରିଜ୍‌ ପୋଛି ନେବା ଲକ୍ଷ୍ୟରେ ବିରାଟ ବାହିନୀ

ରାଞ୍ଚି : ଏଠାକାର ଝାଡ଼ଖଣ୍ଡ କ୍ରିକେଟ୍‌ ଆସୋସିଏସନ୍‌ ଗ୍ରାଉଣ୍ଡରେ ଆସନ୍ତାକାଲି ଠାରୁ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ । ଏବେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ରହି ସିରିଜ୍‌ ଜିତି ସାରିଛି । ଶେଷ ମ୍ୟାଚ୍‌ ଜିତିଲେ ସିରିଜ୍‌ ପୋଛି ନେବ । ସେହି…

ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆସନ୍ତାକାଲିଠୁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର : ଯୁକ୍ତ ୩ରେ ନାମଲେଖାଇବା ପାଇଁ ଆସନ୍ତାକାଲିଠୁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆବେଦନର ଶେଷ ତାରିଖ ରହିଛି ଜୁନ୍ ୨୬ । ଜୁଲାଇ ୩ରେ ପ୍ରଥମ ପ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ବେଳେ ଦ୍ବିତୀୟ ପର୍ଯ୍ଯାୟ । ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ …