Browsing Tag

train stop

ଡ୍ୟୁଟି ସରିଲା ବୋଲି ଟ୍ରେନକୁ ଷ୍ଟେସନ ଛାଡି ଦେଇ ଶୋଇବାକୁ ଚାଲିଗଲେ ଲୋକୋ ପାଇଲଟ୍‌, ଯାତ୍ରୀ ୪ ଘଣ୍ଟା ଯାଏଁ ଛଟପଟ

‘ମୋ ଡ୍ୟୁଟି ଟାଇମ୍‌ ଶେଷ.. ମୁଁ ଯାଉଛି ଶୋଇବାକୁ… । ଏମିତି କହି ଟ୍ରେନକୁ ଷ୍ଟେସନରେ ଛାଡି ଦେଇ ଚାଲିଗଲେ ଲୋକୋ ପାଇଲଟ । ଫଳରେ ଟ୍ରେନରେ ଥିବା ୨୫୦୦ ଯାତ୍ରୀ ୪ ଘଣ୍ଟା ପର୍ଯ୍ୟନ୍ତ ନାହିଁ ନଥିବା ହଇରାଣ ହୋଇଛନ୍ତି । ଏମିତି ଘଟଣା ୟୁପିର ବାରବାଙ୍କୀରେ ଘଟିଛି । ଏହି ଘଟଣା ପରେ ଷ୍ଟେସନରେ…

ବାଲେଶ୍ୱର ବାଖରାବାଦ୍‌ ଷ୍ଟେସନରେ ବିଦ୍ୟୁତ୍‌ ତାର ଛିଣ୍ଡିବାରୁ ଷ୍ଟେସନରେ ଅଟକି ରହିଛି ଟ୍ରେନ୍‌

ବାଲେଶ୍ୱର(କେନ୍ୟୁଜ୍) : ବିଦ୍ୟୁତ୍‌ ତାର ଛିଣ୍ଡିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ। ବାଲେଶ୍ୱର ବାଖରାବାଦ୍‌ ଷ୍ଟେସନରେ ଛିଣ୍ଡିଛି ତାର। ଫଳରେ ସମସ୍ତ ଟ୍ରେନ୍‌ ଷ୍ଟେସନରେ ଅଟକି ରହିଛି। ଟ୍ରେନ ଚଲାଚଳ ସ୍ୱାଭାବିକ କରିବାକୁ ଦ୍ରୁତ ବେଗରେ ମରାମତି କାମ ଚାଲିଛି। ଶୀଘ୍ର ସ୍ୱାଭାବିକ ହେବାନେଇ…