Browsing Tag

Transgender

୪୮ ବର୍ଷ ଯାଏ ମିଳିଲାନି ବିବାହ ପାଇଁ କନ୍ୟା ପାତ୍ରୀ , ଶେଷରେ କିନ୍ନର ସହ ହେଲା ବିବାହ

ନୂଆଦିଲ୍ଲୀ : ଦେଶରେ କନ୍ୟା ଙ୍କ ଅଭାବ ଏବେ ବିବାହ କ୍ଷେତ୍ରରେ ବଡ଼ ବାଧା ସୃଷ୍ଟି କରିଛି । କିଛି ରାଜ୍ୟରେ ଝିଅଙ୍କ ଅଭାବ ଯୋଗୁ ବହୁ ବିବାହଯୋଗ୍ୟ ପୁରୁଷ ଅବିବାହିତ ରହିଯାଉଛନ୍ତି । ତେବେ ଉତ୍ତର ପ୍ରଦେଶରେ ଏମିତି ଏକ ଘଟଣା ଦୃଷ୍ଟିକୁ ଆସିଛି । ଯେଉଁଠି ଜଣେ ବ୍ୟକ୍ତି ୪୮ ବର୍ଷ ଯାଏ ବିବାହ…

ପୁରୁଷରୁ ମହିଳା ହେବେ ଏଲନ୍ ମସ୍କଙ୍କ ସନ୍ତାନ, ନାମ ପରିବର୍ତ୍ତନ କରିବାକୁ କଲେ ଆବେଦନ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ପୁଣି ଥରେ ଚର୍ଚାକୁ ଆସିଛନ୍ତି। ଏଥର ତାଙ୍କର କିନ୍ନର ସନ୍ତାନ ନାମ ପରିବର୍ତ୍ତନ କରିବା ପାଇଁ ଏକ ଆବେଦନ କରିଛନ୍ତି। ‌ସେ ତାଙ୍କର ନୂତନ ଲିଙ୍ଗ ପରିଚୟ ଅନୁସାରେ ନିଜର ନାମ ପରିବର୍ତ୍ତନ କରିବାକୁ ଚାହାନ୍ତି। ସେ ତାଙ୍କ ଆବେଦନ…

କିନ୍ନରଙ୍କୁ ବାହା ହେବା ପରେ ପ୍ରତାରଣା କଲେ ଯୁବକ, ଥାନାର ଦ୍ୱାରସ୍ଥ ହେଲା ସଂଘ

ଅନୁଗୋଳ(କେନ୍ୟୁଜ୍):   ଅନୁଗୋଳ ଜିଲ୍ଲା, ସଦର ମହକୁମା ରେ ଶିମିଳିପଡ଼ା ନିକଟରେ ରୁହନ୍ତି କିନ୍ନର ପ୍ରଶାନ୍ତ ସାହୁ ଓରଫ ପିଣ୍ଟୁ । ସେ ଦଣ୍ଡ ନୃତ୍ୟ ଓ ବିବାହରେ ନାଚ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ବେସ୍‌ ଖୁସିବାସିରେ ଜୀବନ କାଟୁଥିଲେ। ଘର ଅତି ନିକଟରେ ରୁହନ୍ତି ଆଲୋକ ସ୍ୱାଇଁ। କିନ୍ନର…

କେରଳ ସରକାରଙ୍କ ଐତିହାସିକ ନିଷ୍ପତ୍ତି ; ଦେଶରେ ପ୍ରଥମଥର ଫେବୃଆରୀ ୧୪ରେ କିନ୍ନରଙ୍କ ହାତ ଧରିବେ ଆଉ ଜଣେ କିନ୍ନର

ନୂଆଦିଲ୍ଲୀ : ଦେଶରେ ପ୍ରଥମଥର ପାଇଁ କେରଳ ସରକାର ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ଯାଉଛନ୍ତି । ଜଣେ ଟ୍ରାନ୍ସଜେଣ୍ଡର ଦମ୍ପତି ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍ ୧୪ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି। LGBT ସମ୍ପ୍ରଦାୟ ପାଇଁ ଏହି ଆଇନ ପ୍ରଣୟନ ହୋଇଥିଲେ ବି ଏପର୍ଯ୍ୟନ୍ତ ଦେଶରେ କୌଣସି…

ରାଜଧାନୀ ରାଜରାସ୍ଥାରେ ହାଇଡ୍ରାମା, ଅଶ୍ଳୀଳ ବ୍ୟବହାର କରି କିନ୍ନରକୁ ଭୁଲ ମାଗିଲେ ଅଟୋ ଚାଳକ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀ ରାଜରାସ୍ଥାରେ ଚାଲିଛି ହାଇଡ୍ରାମା। କିନ୍ନର ମାନଙ୍କ ଗୋଡ ଧରି ଭୁଲ ମାଗୁଛନ୍ତି ଜଣେ କ୍ୟାବ୍‌ ଅଟୋ ଚାଳକ। ଦେଖନ୍ତୁ ବାରମ୍ବାର ଭୁଲ ହୋଇଯାଇଛି ବୋଲି କହି ଗୋଡ ତଳେ ପଡି ଭୂଲ ମାଗୁଛନ୍ତି ଏହି ଡ୍ରାଇଭର ଜଣଙ୍କ। ବେଶ୍‌ କିଛି ସମୟ ରାଜଧାନୀ ରାଜରାସ୍ଥାରେ…

କିନ୍ନରଙ୍କୁ କେବେ ବି କରନ୍ତୁ ନାହିଁ ଏହିସବୁ ଜିନିଷ ଦାନ, ଘରୁ ଚାଲିଯିବ ସୁଖ ସମୃଦ୍ଧି

ଆମ ଦେଶରେ ବିବାହ, ପିଲା ଜନ୍ମ ଭଳି ସ୍ବତନ୍ତ୍ର ଉତ୍ସବରେ କିନ୍ନରମାନେ ଘରକୁ ଆସି ନାଚଗୀତ କରି ଦକ୍ଷିଣା ନେବାର ପରମ୍ପରା ରହିଥାଏ। ଏମିତି ମାଙ୍ଗଳିକ କାମ ଛଡା ଉତ୍ସବ ସମୟରେ ମଧ୍ୟ ସେମାନଙ୍କୁ ଦାନ ଦକ୍ଷିଣା ଦିଆଯାଏ। କୁହାଯାଏ, କିନ୍ନରଙ୍କ ଆଶୀର୍ବାଦ ବେଶ ଶୁଭ ହୋଇଥାଏ। ସେମାନଙ୍କ ଆଶୀର୍ବାଦ…

କାହିଁକି ରାତିରେ ହୁଏ କିନ୍ନରଙ୍କ ଅନ୍ତିମ ସଂସ୍କାର? କଣ ରହିଛି ଏହା ପଛର କାରଣ

କୁହାଯାଏ କିନ୍ନରଙ୍କ ଅନ୍ତିମ ସଂସ୍କାର ଖୁବ୍ ରହସ୍ୟମୟ । ଏମାନଙ୍କୁ ମୃତ୍ୟୁର ଆଭାସ ପୂର୍ବରୁ ହୋଇଯାଏ । କିନ୍ତୁ ଏହା ବାବଦରେ କେବଳ କିନ୍ନର ସମ୍ପ୍ରଦାୟ ହିଁ ଜାଣିଥାନ୍ତି । ଏମାନଙ୍କ ବ୍ୟତୀତ ବାହାର ଦୁନିଆର କୌଣସି ବ୍ୟକ୍ତିଙ୍କ ନିକଟରେ ସାମାନ୍ୟ ମଧ୍ୟ ଖବର ନଥାଏ । ମୃତ୍ୟୁ ପରେ…

ଉତ୍ତର ପ୍ରଦେଶ: ଶାରିରୀକ ସମ୍ବନ୍ଧ ବନାଇବାରେ ଅସହଜ ଥିଲେ ସ୍ତ୍ରୀ, ବିବାହର ୨ ମାସ ପରେ ମହିଳା ଟ୍ରାନ୍ସଜେଣ୍ଡର ଥିବା…

ଉତ୍ତର ପ୍ରଦେଶର କାନପୁରରେ ଆଶ୍ଚର୍ଯ୍ୟ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ବିବାହର ୨ ମାସ ପରେ ସେ ଅଭିଯୋଗ ଆଣିଛନ୍ତି କି, ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅନ୍ଧାରରେ ରଖି ଜଣେ…

ଓଡିଶା ପୋଲିସରେ ୪୭୭ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ପ୍ରଥମଥର ପାଇଁ ଆବେଦନ କରିବେ ଟ୍ରାନ୍ସଜେଣ୍ଡର

ଭୁବନେଶ୍ୱର (କେନ୍ୟୁଜ) : କିନ୍ନରଙ୍କ ପାଇଁ ରାଜ୍ୟସରକାରଙ୍କ ବଡ ଘୋଷଣା। କିନ୍ନରଙ୍କୁ ମିଳିବ ସବ ଇନସ୍ପେକ୍ଟର ପଦବୀରେ ନିଯୁକ୍ତି । ଏଥିପାଇଁ କିନ୍ନରମାନେ ଆବେଦନ କରିବାକୁ ଯୋଗ୍ୟ ବୋଲି କୁହାଯାଇଛି। କନେଷ୍ଟବଳ ପଦବୀରେ ମଧ୍ୟ କିନ୍ନରଙ୍କୁ ନିଯୁକ୍ତି ମିଳିବ । ପ୍ରଥମଥର ପାଇଁ ଆବେଦନ କରିବେ…

ସ୍ୱଚ୍ଛ ସୁନ୍ଦର ବଲାଙ୍ଗିର ଗଠନ କରିବେ କିନ୍ନର

ବଲାଙ୍ଗୀର (କେନ୍ୟୁଜ) : କେତେବଳେ ଲୋକଙ୍କ ବିଦୃପ ତ ଆଉ କେତେବେଳେ ଲୋକଙ୍କ ଆକ୍ରୋଶ । ଆଜିର ସମାଜରେ କିଛି ଏପରି ଜୀବନ ଜିଉଁଛନ୍ତି କିନ୍ନର । ସେମାନଙ୍କର ବି ଅନ୍ୟ ମାନଙ୍କ ଭଳି ସ୍ୱାଧୀନ ଭାବରେ ବଞ୍ଚିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ହେଲେ ଏବେବି ସମାଜରେ ଏମାନଙ୍କୁ ପୂର୍ଣ୍ଣ ଭାବେ…

କିନ୍ନରଙ୍କୁ ଦେଖିଲେ ନିଶ୍ଚିତ କରନ୍ତୁ ଏହି କାମ, ହେବେ ଧନବାନ

ଆମ ସମାଜରେ କିନ୍ନରଙ୍କୁ ସେହି ସ୍ଥାନ ଦିଆଯାଏନାହିଁ, ଯେଉଁଥିରେ ତାଙ୍କର ଅଧିକାର ରହିଛି। ପୌରାଣିକ କାଳରେ କିନ୍ନରଙ୍କ ମହତ୍ତ୍ୱ ବହୁତ ଅଧିକ ରହିଛି। ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁମାନଙ୍କୁ କିନ୍ନରଙ୍କ ଆଶିର୍ବାଦ ମିଳେ ସେମାନଙ୍କ ଭାଗ୍ୟ ବଦଳିଯାଏ ଏବଂ ଜୀବନ ସୁଖମୟ ହୋଇଯାଏ। ଖାସ୍ କରି…