ପରିତ୍ୟକ୍ତ ଖଣିରେ ବନୀକରଣ ପାଇଁ ଯୋଜନା, ଖଣି ମାଲିକଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ଭୁବନେଶ୍ବର(କେନ୍ୟୁଜ୍): ଖଣିଜ ବହୁଳ ରାଜ୍ୟ ଓଡ଼ିଶା। ଅନେକ ଖଣିରୁ ଉତ୍ତୋଳନ ପରେ, ତାହା ଖାଲି ପଡି ରହୁଛି। ସେହି ସ୍ଥାନରେ ନବୀକରଣ କରାଯାଉ କିମ୍ବା ତାର ବିକାଶ କରାଯାଉ। ସେଠାରେ ଇକୋ ଟୁରଜିମ୍ କିପରି ସମ୍ଭବ ହୋଇ ପାରିବ ସେ ନେଇ ଉଦ୍ୟମ କରାଯାଉ। ଖଣି ମାଲିକମାନଙ୍କୁ ଏହି ପରାମର୍ଶ…