Browsing Tag

TREE

ଡାଇନୋସରଙ୍କ ସହ ଅଛି କି ଏହି ଗଛର ସମ୍ପର୍କ? ୨୯ କୋଟି ବର୍ଷରୁ ହୋଇନାହିଁ କୌଣସି ପରିବର୍ତ୍ତନ

(କେନ୍ୟୁଜ ବ୍ୟୁରୋ): ଦକ୍ଷିଣ ଏସିଆ ସମେତ ବିଶ୍ୱର କିଛି ସ୍ଥାନରେ ମିଳିଥାଏ ଏକ ଅନନ୍ୟ ଗଛ, ଯେଉଁ ଗଛକୁ ଲୋକେ ଅନେକ ଆଶା ନେଇ ଦେଖିଥାନ୍ତି । ଏହି ଗଛ ବିଗତ କୋଟି କୋଟି ବର୍ଷ ଧରି ପୃଥିବୀରେ ରହି ଆସିଛି । ଜଳବାୟୁରେ ଲଗାତାର ପରିବର୍ତ୍ତନ ହେଉଥିଲେ ମଧ୍ୟ ଏହି ଗଛର ପ୍ରଜାତିରେ କେଣସି…

ଆତ୍ମହତ୍ୟା ପାଇଁ ଧମକ ଦେଇ ନବୀନ ନିବାସ ସମ୍ମୁଖ ଥିବା ଗଛରେ ଚଢ଼ିଗଲେ ମହିଳା, ଜାଲ ବିଛାଇ ଅଗ୍ନିଶମ ବାହିନୀ କଲେ ଉଦ୍ଧାର

ଭୁବନେଶ୍ୱର (କେନ୍ୟୁଜ): ରବିବାର ଅପରାହ୍ନରେ ନବୀନ ନିବାସ ନିକଟରେ ଥିବା ଏକ ଗଛରେ ଚଢ଼ି ଜଣେ ମହିଳା ଆତ୍ମହତ୍ୟା ପାଇଁ ଧମକ ଦେଇଛନ୍ତି। ସେ ତଳକୁ ଡେଇଁ ଜୀବନ ହାରିବେ ବୋଲି କହିଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ମହିଳାଙ୍କୁ ତଳକୁ ଓହ୍ଲାଇବାକୁ ଅନେକ ବୁଝାଇଥିଲେ।…

ବୈଜ୍ଞାନିକଙ୍କ ବଡ଼ ସଫଳତା: ପ୍ରଥମ ଥର ଚନ୍ଦ୍ର ମାଟିରେ ଉଠିଲା ଗଛ

କେନ୍ୟୁଜ୍(ବ୍ୟୁରୋ):ପ୍ରଥମ ଥର ଚନ୍ଦ୍ର ମାଟିରେ ଗଛ ଉଠିଲା । ପ୍ରଥମ ଥର ଚନ୍ଦ୍ର ମାଟିରେ ବୈଜ୍ଞାନିକମାନେ ମଞ୍ଜିରୁ ଗଛ ଅଙ୍କୁରିତ କରିଛନ୍ତି । ଚନ୍ଦ୍ରରେ ଜୀବଜଗତ ସୃଷ୍ଟି କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଗବେଷକମାନେ ଏକ ସ୍ୱତନ୍ତ୍ର ପ୍ରକାର ଗଛ ବଢ଼ାଇବା ପାଇଁ…

ଏଥର ଗଛର ପତ୍ର କହିବ ଗଛକୁ କେତେବେଳେ ପାଣି ଦରକାର

ଏକ ଗଛକୁ କଣ ଦରକାର ଆପଣ ଭଲଭାବେ ଜାଣନ୍ତି । ମାଟି ପାଣି ପବନ ହେଉଛି ତାର ଆହାର । କିନ୍ତୁ କଣ ଆପଣ ଜାଣିପାରନ୍ତି କି ଗଛଟିକୁ କେତେବେଳେ ପାଣିର ଆବଶ୍ୟକ ହୁଏ । ଏବେ କିନ୍ତୁ ଗଛ ନିଜେ କହିବ କି ତାକୁ କେତେବେଳେ ପାଣି ଦରକାର । ଏକ ଏଭଳି ସ୍ମର୍ଟୱାଚ ଯାହା ଜଣାଇଦେବ କି କେତେବେଳ ଆପଣ ଗଛରେ…

ଆଶ୍ଚର୍ଯ୍ୟ! ଏହି ଗଛକୁ କାଟିଲେ ବାହାରେ ବାଲ୍ଟି ବାଲ୍ଟି ପାଣି, ଯେତେ ବ୍ୟବହାର କଲେ ବି ସରେନି

ବର୍ତ୍ତମାନ ଯେଉଁ ପରିମାଣରେ ବାୟୁ ପ୍ରଦୂଷଣ ବଢ଼ୁଛି ଓ ତାପମାତ୍ରା ଉପରମୁହାଁ ହୋଇଛି ସେଥିରୁ ବର୍ତ୍ତିବାକୁ ବୃକ୍ଷରୋପଣ କରିବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। କେବଳ ଗଛ ହିଁ ଏକ ମାତ୍ର ଜିନିଷ, ଯାହା ପରିବେଶକୁ ଥଣ୍ଡା ରଖିବା ସହ ବର୍ଷାର ମାତ୍ରାକୁ ବଢ଼ାଇବ। ଗଛ ଯୋଗୁ ବର୍ଷା ହୁଏ ଓ ପାଣି ମିଳେ…

ବାତ୍ୟା ୟସ୍ ଓପାଡିଲା ୩ଶହ ବର୍ଷର ପୁରୁଣା ଗଛ, ମତୋ ରୁ ଘଣ୍ଟେଶ୍ବର ରାସ୍ତା ଅବରୋଧ

ଚାନ୍ଦବାଲି: ବାତ୍ୟା ୟସ୍ ଓପାଡିଲା ୩ଶହ ବର୍ଷର ପୁରୁଣା ଗଛ । ଭଦ୍ରକ ଜିଲ୍ଲା ଚାନ୍ଦବାଲିର ମତୋ ପରମାନନ୍ଦପୁର ଠାରେ ଏକ ପୁରୁଣା ଗଛ ଭାଙ୍ଗି ପାଖରେ ଥିବା ଏକ ଗୁହାଳକୁ ଭାଙ୍ଗିବା ସହ ଶ୍ରୀଧର ରଥଙ୍କ ପକ୍କା ଘର ଉପରେ ପଡିଛି । ଯାହାଫଳରେ ତାଙ୍କ ପକ୍କା ଘରର ଛାତର ବାଉଣ୍ଡ୍ରୀ ଭାଙ୍ଗିଯାଇଛି ।…

ଅଚାନକ ତିନି ଫାଳ ହୋଇଗଲା ଆମ୍ବ ଗଛ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଲୋକେ

ଗଞ୍ଜାମ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଲୋକେ। ଭୋଜି ପାଇଁ ଏକ ଆମ୍ବ ଗଛ ମୂଳରେ ଏକାଠି ହୋଇଥିଲେ। ଅଚାନକ ଆମ୍ବ ଗଛ ତିନି ଫାଳ ହୋଇ ଭାଙ୍ଗିଯାଇଥିଲା। କିନ୍ତୁ ଗଛ ଭାଙ୍ଗିବା ପୂର୍ବରୁ ଯେଉଁ ଶବ୍ଦ ହୋଇଥିଲା ତାକୁ ଶୁଣି ଲୋକେ ସେଠାରୁ ହଟିଯାଇଥିଲା। ଟଳି ଯାଇଥିଲା ବଡ଼ ଅଘଟଣ। ଗଞ୍ଜାମ…

ଓଡିଆ ଯୁବକଙ୍କ ଗଛ ନ କାଟିବାକୁ ଅନନ୍ଯ ଅନୁରୋଧ, ଗଛରେ ଆଙ୍କିଲେ ମୋଦିଙ୍କ ଚିତ୍ର

ଗଛ ଆମ ପାଇଁ କେତେ ଜରୁରୀ ତାହା ଆମେ ସମସ୍ତେ ଜାଣିଛେ। ଗଛ ବଞ୍ଚାଇବା ପାଇଁ ଆମେ ଅନେକ ଚେଷ୍ଟା କରୁଛେ ସତ କିନ୍ତୁ କାଠ ତସ୍କରୀ କରୁଥିବା ଲୋକ କାଠ ଚୋରାଚାଲାଣ କରିବା ପାଇଁ ଗଛ କାଟି ଦେଉଛନ୍ତି। ଏପରି ତସ୍କରୀକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ଆପଣାଉଛନ୍ତି, କିନ୍ତୁ ତା’…

ଘରେ ନୂଆ ଗଛ ଲଗାଇବା ପୂର୍ବରୁ ନିଅନ୍ତୁ ସଂକଳ୍ପ, ଦେଖାଯିବ ନାହିଁ ବାସ୍ତୁଦୋଷ

ବୃକ୍ଷ ଏବଂ ଗଛ -ଲତା ବାତାବରଣକୁ ସୁନ୍ଦର କରିବା ସହ ଦେଖିବା ଲୋକଙ୍କୁ ମଧ୍ୟ ଖୁସି ଦେଇଥାଏ। ଏଥିସହ ଏହା ଆମ ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ। ଏହି କାରଣରୁ ଘରେ ଗଛ ଲଗାଇବା ପୂର୍ବରୁ ବିଶେଷ ଧ୍ୟାନ ରଖିବା ଜରୁରୀ ଅଟେ। ବାସ୍ତୁଶାସ୍ତ୍ର ଅନୁଯାୟୀ ଭୁଲ ଦିଗରେ ଲଗାଯାଇଥଇବା ଗଛ ଜୀବନରେ…

ଗଛ ଉପରେ ହେଲା ବଜ୍ରପାତ, ବାହାର ପଟୁ ହେଲାନି କୌଣସି କ୍ଷତି, ଭିତରେ ହୁତୁହୁତୁ ହୋଇ ଜଳି ଉଠିଲା ନିଆଁ!

ସୋସିଆଲ ମିଡିଆରେ ଏବେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଉଛି, ବଜ୍ରପାତ ଯୋଗୁ ଗଛଟି ଜଳିବାରେ ଲାଗୁଛି। କିନ୍ତୁ ସବୁଠାରୁ ଅଜବ କଥା ହେଉଛି, ଗଛଟି ବାହାରୁ ନୁହେଁ, ବରଂ ଭିତର ପଟୁ ହୁତୁହୁତୁ ହୋଇ ଜଳୁଛି। ଗଛର ଗଣ୍ଡି ଫାଟି ଆଁ କରିଛି, ଆଉ ତା’ ଭିତରେ ନିଆଁ…

ଏଣିକି ଗଛର ଭାବନାକୁ ବୁଝିବ ଏହି ସ୍ମାର୍ଟ କୁଣ୍ଡ, ଅଲଗା ଅଲଗା ଚେହେରା କରି ଲୋକଙ୍କୁ ଦେବ ପ୍ରତିକ୍ରିୟା

ମଣିଷ ମାନଙ୍କ ପରି ଗଛର ମଧ୍ୟ ଅଛି ଭାବନା। ହେଲେ ଏମାନେ ମଣିଷଙ୍କ ପରି ଏହାକୁ ବ୍ଯକ୍ତ କରିପାରନ୍ତିନି । ଯେଉଁମାନେ ଘରେ ଗଛ ଲଗାଇବାକୁ ପସନ୍ଦ କରନ୍ତି ସେମାନେ ଜାଣିପାରନ୍ତିନି ରଖିଥିବା ସ୍ଥାନରେ ଗଛଟି ଖୁସି ଅଛି କି ନାହିଁ । କେତେବେଳେ ପାଣି ଦେବେ , କେତେ ପାଣି ଦେବେ, କେତେବେଳେ ଛାଇକୁ…

ଏପରି ଏକ ବିଷାକ୍ତ ଗଛ, ଛୁଇଁଲା ମାତ୍ରେ ଚାଲିଯାଇପାରେ ଆପଣଙ୍କ ଜୀବନ

ସାଧାରଣତଃ ସମସ୍ତେ ନିଜ ଘର ପାଖରେ ଫୁଲ କିମ୍ବା ସଜାସଜି ଗଛ ଲଗାଇବାକୁ ପସନ୍ଦ କରନ୍ତି। ଏହା ଦ୍ୱାରା ଘର ମଧ୍ୟରେ ଏକ ସକାରତ୍ମକ ଉର୍ଜା ଜାତ ହୋଇଥାଏ। ଏପରିକି ସମସ୍ତ ଗଛର କିଛିନା କିଛି ମହତ୍ଵ ରହିଥାଏ।କିନ୍ତୁ ଏପରି ମଧ୍ୟ କିଛି ଗଛ ରହିଛି ଯାହାକୁ ନଲଗାଇବା ହିଁ ଭଲ। ଆଜି ଆମେ ସେଭଳି ଏକ ଗଛ…