Browsing Tag

utkal university

ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାକିରି ଦେବି କହି ଠକି ନେଲେ ଲକ୍ଷାଧିକ ଟଙ୍କା, ଦୁଇଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍):ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ। ଦୁଇଜଣଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଲାଇବ୍ରେରୀ ଆଟେଣ୍ଡାଣ୍ଟ ପୋଷ୍ଟ ପାଇଁ ଚାକିରି ଦେବାକୁ କହି ନେଇଥିଲେ ଟଙ୍କା । ଅଭିଯୁକ୍ତଙ୍କ ଠାରୁ ନକଲି ନିଯୁକ୍ତି ପତ୍ର ଜବତ ହୋଇଛି ।…

ଉତ୍କଳ ବିଶ୍ୱବିଦ୍ୟାଳୟରେ NAAC ଟିମ୍, ନୃତତ୍ତ୍ୱବିଜ୍ଞାନ ବିଭାଗ କଲେ ପରିଦର୍ଶନ

କେନ୍ୟୁଜ୍(ବ୍ୟୁରୋ):ଆଜି ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ (NAAC) ର ଏକ ଟିମ୍ ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱବିଜ୍ଞାନ ବିଭାଗ ପରିଦର୍ଶନ କରିଛନ୍ତି । ଏହି ଟିମ୍ ପାଞ୍ଚ ଜଣଙ୍କୁ ନେଇ ଗଠିତ ହୋଇଥିଲା ଯେଉଁମାନେ ବିଭାଗର ଗୁଣବତ୍ତା ଏବଂ ମାନକ ଜାଣିବା ପାଇଁ ଆସିଥିଲେ । ସେମାନେ…

ଉତ୍କଳ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀକୁ ୮ ଘଣ୍ଟା ପରିବର୍ତ୍ତେ ୧୪ ଘଣ୍ଟା ଖୋଲାଯାଉ, ଦାବି କଲେ ବିଜୁ ଛାତ୍ର ଜନତା ଦଳର…

ଭୁବନେଶ୍ୱର (କେନ୍ୟୁଜ): ଉତ୍କଳ ବିଶ୍ୱବିଦ୍ୟାଳୟ ହେଉଛି ଓଡ଼ିଶାର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟରେ ନିଜସ୍ୱ ଶିକ୍ଷା ବ୍ୟବସ୍ଥା ଥିବା ସାଙ୍ଗରେ ଅନ୍ୟ ବହୁ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି। ୧୯୪୩ ମସିହା ନଭେମ୍ବର ୨୭ତାରିଖ ଦିନ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ର…

ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୮୬ ବ୍ୟାଚର ବନ୍ଧୁମିଳନ, ଯୋଗ ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ସାଂସଦ ଅଚ୍ୟୁତ…

ଭୁବନେଶ୍ୱର(କେନ୍ୟୁଜ୍‌) : ଭୁବନେଶ୍ୱରରେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୮୬ ବ୍ୟାଚର ବନ୍ଧୁମିଳନ। ବାଣୀବିହାରର ୧୯୮୬ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମରେ ଶହେରୁ ଊର୍ଦ୍ଧ୍ୱ ପୂର୍ବତନ ଛାତ୍ର ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଉପସ୍ଥିତି ପୂରାତନ…

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: ୫୦ତମ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପାଇବେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପାଳିଲେ ଗୁରୁ ଦିବସ, ”ମାଆ ବାପାଙ୍କ ପରେ ଗୁରୁ ହିଁ ଆମର…

ଭୁବନେଶ୍ୱର (କେନ୍ୟୁଜ): ସେପ୍ଟେମ୍ବର, ୫କୁ ଆମ ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଏ। ଭାରତର ୨ୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ତିଥିରେ ପାଳିତ ହୁଏ ଗୁରୁ ଦିବସ। ଆଜି ଭଳି ପବିତ୍ର ଦିନକୁ ପୂର ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ସବୁଠି ଗୁରୁ ପୂଜନ ପରମ୍ପରାକୁ ପାଳନ କରାଯାଉଛି।…

ପୁଣି ଅଶାନ୍ତ ଉତ୍କଳ ୟୁନିଭର୍ସିଟି: ହୋଲି ସେଲିବ୍ରେସନକୁ ନେଇ ଗୋଷ୍ଠୀ କନ୍ଦଳ, ପୋଡିଦେଲେ ଦୁଇଟି ବାଇକ

ଭୁବନେଶ୍ବର(କେନ୍ୟୁଜ୍): ପୁଣି ଅଶାନ୍ତ ଉତ୍କଳ ୟୁନିଭର୍ସିଟିର ବଏଜ ହଷ୍ଟେଲ । ହୋଲି ସେଲିବ୍ରେସନକୁ ନେଇ ଉତ୍କଳ ବିଶ୍ଵବିଦ୍ୟାଳୟ ର ଦୁଇ ଛାତ୍ର ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳ । ହଷ୍ଟେଲ ଭିତରେ ଥିବା ଦୁଇଟି ବାଇକକୁ ପୋଡ଼ିଦେଲେ ଛାତ୍ର । ଗୋଦାବରିସ ହଷ୍ଟେଲକୁ ଚାବି ପକେଇ ଉତ୍ତେଜନା ହୋଇଥିବା…

ଚଣ୍ଡିଖୋଲସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଗ୍ରାମୀଣ କ୍ୟାମ୍ପସରେ ଉତ୍ତେଜନା, କୁଳପତିଙ୍କୁ ଘେରିଲେ ଛାତ୍ରଛାତ୍ରୀ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଗ୍ରାମୀଣ କ୍ୟାମ୍ପସରେ ଉତ୍ତେଜନା । ଗେଟରେ ତାଲା ପକାଇ କୁଳପତିଙ୍କୁ ଘେରିଲେ ଛାତ୍ରଛାତ୍ରୀ । ଗତ ୫ତାରିଖରୁ ବିଶ୍ୱବିଦ୍ୟାଳୟର ବିଏସସି ନର୍ସିଂ ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇ…

ଉତ୍କଳ ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁଦିବସ ପାଳିତ

ଭୁବନେଶ୍ୱର (କେନ୍ୟୁଜ): ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିତା। କେବେ କଠୋର ଅନୁଶାସନ ତ କେବେ ଉତ୍ସାହପ୍ରଦ ପ୍ରେରଣା ମାଧ୍ୟମରେ ଏମାନେ ଦେଶ, ସମାଜ ଓ ମଣିଷ ଗଠନରେ ଉତ୍ତର ଦାୟିତ୍ୱ ନେଇଥାନ୍ତି । ପ୍ରତି କ୍ଷେତ୍ରରେ ଗୁରୁଙ୍କ ମାର୍ଗଦର୍ଶନ ଯୁବ ସମାଜକୁ…

ଉତ୍କଳ ବିଶ୍ୱବିଦ୍ୟାଳୟ ଭିସି ଅଫିସ ଘେରାଉ, ୬ ମାସ ମଧ୍ୟରେ ୪ଟି ସେମିଷ୍ଟର ପରୀକ୍ଷାକୁ ବିରୋଧ

ଭୁବନେଶ୍ବର(କେନ୍ଯୁଜ୍): ଉତ୍କଳ ବିଶ୍ୱବିଦ୍ୟାଳୟ ଭିସି ଅଫିସ ଘେରାଉ। ମଧୁସୂଦନ , କ୍ୟାପିଟାଲ, ଦ ଲ କଲେଜ ଓ ବାଣୀବିହାର ଲ କଲେଜ ଛାତ୍ରଛାତ୍ରୀଙ୍କ ପ୍ରତିବାଦ। ୬ ମାସ ମଧ୍ୟରେ ୪ଟି ସେମିଷ୍ଟର ପରୀକ୍ଷାକୁ ବିରୋଧ କରି ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନି…

ଅଗଷ୍ଟ ୫ରୁ ଉତ୍କଳ ବିଶ୍ୱବିଦ୍ୟାଳୟର ୟୁଜି ଅନଲାଇନ୍‌ ପରୀକ୍ଷା, ଜୁଲାଇ ୧୨ରୁ ୨୨ ମଧ୍ୟରେ ଫର୍ମ ପୂରଣ

ଭୁବନେଶ୍ବର(କେନ୍ଯୁଜ୍): ଅଗଷ୍ଟ ୫ରୁ ଉତ୍କଳ ବିଶ୍ୱବିଦ୍ୟାଳୟର ୟୁଜି ଅନଲାଇନ୍‌ ପରୀକ୍ଷା । ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର ବ୍ୟାକ୍‌ପେପର ପରୀକ୍ଷା ଅଗଷ୍ଟ ୧୩ରୁ ଆରମ୍ଭ ହେବ । ଜୁଲାଇ ୧୨ରୁ ୨୨ ମଧ୍ୟରେ ଫର୍ମ ପୂରଣ ହେବ । ଅଗଷ୍ଟ ୨୮ସୁଦ୍ଧା ପରୀକ୍ଷା ସରିବ । ୮୦ ନମ୍ବରର ହେବ ପରୀକ୍ଷା…

ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ପରୀକ୍ଷା ବେଳେ ହଷ୍ଟେଲ ଛାଡିବାକୁ କୁହାଯିବାରୁ…

ଭୁବନେଶ୍ବର: ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ସମୟରେ ହଷ୍ଟେଲ ଛାଡିବା ପ୍ରତିବାଦରେ ଆନ୍ଦୋଳନ ହୋଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶିକ୍ଷାନୁଷ୍ଠାନର କିଛି ବିଭାଗ ସହ ହଷ୍ଟେଲ ଖାଲି…