Browsing Tag

uttarpradesh

ଚା’କରୁଥିବା ବେଳେ ଫାଟିଲା ସିଲିଣ୍ଡର, ମହିଳାଙ୍କ ସମେତ ୩ ପିଲା ମୃତ

ଦେଓରିଆ : ରୋଷେଇ କରୁଥିବା ବେଳେ ଫାଟିଲା ସିଲିଣ୍ଡର । ଫଳରେ ଚାଲିଗଲା ୪ ଜଣଙ୍କ ଜୀବନ । ଘରେ ଚା’ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡ ଫଟିବା ଯୋଗୁଁ ଜଣେ ମହିଳାଙ୍କ ସମେତ ୩ ପିଲାଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ଦେଓରିଆରେ ହୃଦୟ ବିଦାରକ ଘଟଣା ଘଟିଛି । ଖବର ମୁତାବକ, ଉତ୍ତରପ୍ରଦେଶ…

ଦୁଇ ଭାଇ ମିଶି ୱାଗନର୍ କାରକୁ ପରିଣତ କରିଲେ ହେଲିକପ୍ଟରରେ, ଗାଡିଟିକୁ ଜବତ କରିଛି ପୋଲିସ

ଏବେ ଆକାଶରେ ନୁହେଁ ରାସ୍ତାରେ ଗଡୁଛି ହେଲିକପ୍ଟର । କଥାଟା ବିଶ୍ୱାସ ନହେଉଥିଲେ ବି ସତ । ତେବେ ଉତ୍ତରପ୍ରଦେଶର ଆମ୍ବେଦକରନଗରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଠାକାର ଦୁଇ ଭାଇ ମିଶି ଏକ ୱାଗନର୍ କାରକୁ ପରିଣତ କରିଛନ୍ତି ହେଲିକପ୍ଟରରେ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ…

ପାଣି ବଦଳରେ ହ୍ୟାଣ୍ଡପମ୍ପରୁ ବାହାରୁଛି ମଦ, ଯାହା ଦେଖି ପୋଲିସ ମଧ୍ୟ ହୋଇଗଲା ତାଜୁବ

ହ୍ୟାଣ୍ଡପମ୍ପରୁ ବାହାରୁଛି ମଦ । ତେବେ ଉତ୍ତରପ୍ରଦେଶର ଝାନ୍ସୀରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ପାଣି ପରିବର୍ତ୍ତେ ହ୍ୟାଣ୍ଡ ପମ୍ପରୁ ମଦ ବାହାରୁଛି । ଏହା ଦେଖି ସ୍ଥାନୀୟ ଲୋକମାନେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ…

କାନ୍ଥରେ ଲାଗିଛି ପୋଷା ବିଲେଇର ପୋଷ୍ଟର, ଖୋଜି ଆଣିଲେ ମିଳିବ ୧ ଲକ୍ଷ ଟଙ୍କା

ଅନେକ ଲୋକ ଥାଆନ୍ତି ଯେଉଁମାନେ ଘରେ ବିଲେଇ କୁକୁର ରଖନ୍ତି । ବଡ଼ ସଉକରେ ବି ସେମାନଙ୍କୁ ପାଳିଥାନ୍ତି । ତାଙ୍କୁ ଟିକେ ଆଘାତ ହେଲେ ତାଙ୍କ ମାଲିକମାନେ ଜମା ବି ସହି ପାରନ୍ତି ନାହିଁ । କିଛି ମାଲିକ ଏପରି ଥାଆନ୍ତି ଯେଉଁମାନଙ୍କ ପୋଷା ଜୀବ ହଜିଗଲେ ସେମାନେ ବ୍ୟସ୍ତ ହୋଇ ଯାଆନ୍ତି । ସମାନ ଭାବେ…

ସ୍କୁଲ୍‌ରେ ଶିକ୍ଷୟିତ୍ରୀ ବେକରେ ପକାଇଲେ ସାପ, ଛାତ୍ରଛାତ୍ରୀଙ୍କର ଉଡ଼ିଗଲା ହୋସ୍‌

ନୂଆଦିଲ୍ଲୀ : ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଲା ବେକରେ ସାପ ପକାଇ ଫଟୋ ଉଠାଇବା। କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ ବ୍ଲକ୍‌ ଶିକ୍ଷା ଅଧିକାରୀ । ସୋମବାର ଦିନ ସୋଶିଆଲ ମିଡିଆରେ ଶିକ୍ଷୟିତ୍ରୀଙ୍କର ବେକରେ ସାପ ପକାଇବା ଫଟୋ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେଉଛି । ସେଥିପାଇଁ ତାଙ୍କୁ କାରଣ…

ମହିଳା ଟିଟିଇଙ୍କ ଦାଦାଗିରି, ମହିଳା ଯାତ୍ରୀଙ୍କୁ ମାଡ଼ ମାରି ହରାଇଲେ ଚାକିରି

ଉତ୍ତରପ୍ରଦେଶର ବରେଲି ଜଙ୍କସନରେ ଏମିତି ଏକ ଘଟଣା ଘଟିଛି ଯାହା ପରେ ଲୋକଙ୍କ ମନରେ ଟିଟିଇଙ୍କ ପ୍ରତି ଭୟ ସୃଷ୍ଟି ହୋଇଛି । କାରଣ ଜଣେ ଟିଟିଇଙ୍କ ଦାଦାଗିରି ଦେଖିବା ପରେ ଷ୍ଟେସନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଟିଟିଇଙ୍କ ଦବଙ୍ଗଗିିରି ଘଟଣାର ଭିଡିଓ…

ରୁମ୍‌ ଭିତରେ ଭାସୁଥିଲା ରକ୍ତ, ନିଜ ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ

ଭଉଣୀମାନଙ୍କ ପାଇଁ ଭାଇମାନେ ଅଧିକ ଚିନ୍ତା କରନ୍ତି । ଭଉଣୀର ସୁରକ୍ଷା ପାଇଁ ଭାଇମାନେ ସବୁକିଛି କରନ୍ତି । ଭଉଣୀ ଯଦି କିଛି ଭୁଲ କରେ ଭାଇମାନେ ବୁଝାନ୍ତି ଓ ଶାସନ କରନ୍ତି । ଭଉଣୀ ନିଜ ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ । କିନ୍ତୁ ଭାଇ ଯଦି ଭଉଣୀର ଜୀବନ ନିଏ ତେବେ ଭଉଣୀମାନେ ନିଜ…

ବାହାଘର ଦିନ ରାତିରେ ହିଁ ଶ୍ୱଶୁର ଘରେ କଳା କନା ବୁଲାଇଲେ ଦୁଇ ଯୁବତୀ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ବିବାହ ସାତ ଜନ୍ମର ବନ୍ଧନ ହୋଇଥାଏ । ଅଗ୍ନିଙ୍କୁ ସାକ୍ଷୀ ରଖି ସ୍ତ୍ରୀ ସ୍ୱାମୀର ହାତ ଧରିଥାଏ । କିନ୍ତୁ ଏବେ ଏଭଳି ଏକ ଘଟଣା ଘଟିଛି ଯେଉଁଥିରେ ସ୍ତ୍ରୀ ବିବାହ ରାତିରେ ହି ସ୍ୱାମୀର ସମସ୍ତ ବିଶ୍ୱାସକୁ ଭାଙ୍ଗିଦେଇଛି । ବିବାହ ରାତିରେ ହି ନିଜର ଅସଲ ମୁଖା ଦେଖାଇଥିଲା ସ୍ତ୍ରୀ । ରାତିରେ…

ନଳକୂପରୁ ପାଣି ନୁହେଁ ବାହାରୁଛି କ୍ଷୀର, ନେବା ପାଇଁ ଲାଗିଛି ଲୋକଙ୍କ ଭିଡ଼

ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ବିଲାରୀ ରୋଡ଼େଓ୍ଵ ବସ୍‌ ଷ୍ଟାଣ୍ଡରେ ଥିବା ଏକ ନଳକୂପର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ନଳକୂପ ଭାଇରାଲ ହେବାର ମୁଖ୍ୟ କାରଣ ହେଉଛି ଏଥିରେ ପାଣି ନୁହେଁ ଏଥିରୁ ଧଳା ରଙ୍ଗର ତରଳ…

ଛାତ୍ରଙ୍କୁ ଅପହରଣ ପରେ ମାଡ଼ ମାରି ମୁହଁରେ ପରିସ୍ରା କଲେ ଦୁବୃର୍ତ୍ତ, ଭାଇରାଲ ହେଉଛି ଭିଡିଓ

ମଦ ର ନିଶା ହୋଇଗଲେ ମଣିଷ କିଛି ବୁଝି ପାରେନି । ନିଜର ମାନସିକ ସ୍ଥିତିକୁ ହରାଇ ବସେ । କିଛି ଲୋକଙ୍କୁ ମଦ ନିଶା ଏମିତି ଘାରେ ଯେ ସେ ନିଜ ହିତାହିତ ଜ୍ଞାନକୁ ହରାଇ ବସନ୍ତି ଏବଂ ଜନ ସାଧାରଣଙ୍କ ଉପରେ କରନ୍ତି ଅମାନୁଷିକ କାଣ୍ଡ । ତେବେ କିଛି ନିଶାସକ୍ତ ଯୁବକ ମଦ ନିଶାରେ କିଛି ଏପରି…

ସିଙ୍ଗଡ଼ାରୁ ବାହାରିଲା ମଲା ଝିଟିପିଟି, ସିଙ୍ଗଡା ଖାଇ ୧୩ ବର୍ଷର ଝିଅ ହସ୍ପିଟାଲରେ ଭର୍ତ୍ତି

ଆଜିକାଲିର ବ୍ୟସ୍ତବହୁଳ ଦୁନିଆରେ ଘର ତିଆରି ଖାଦ୍ୟର ଚାହିଦା ବହୁତ କମିଗଲାଣି । ଘରେ ଖାଦ୍ୟ ତିଆରି କରି ଖାଇବାକୁ କାହା ପାଖରେ ସମୟ ନାହିଁ । ତେଣୁ ପ୍ରାୟତଃ ସମସ୍ତେ ବାହାର ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ତେବେ ଏହି ବାହାର ତଥା ଫାଷ୍ଟଫୁଡ ଖାଦ୍ୟ ଆମ ଶରୀର ପାଇଁ କେତେ ସୁରକ୍ଷିତ, କଣ…

ବିରାଟ ଶତକ ମାରିବା ପରେ ମାଗଣାରେ ବିରିୟାନୀ ବାଣ୍ଟିଲେ ଦୋକାନୀ, ଅସମ୍ଭାଳ ଭିଡ଼ରେ ପଥଚାରୀ ହନ୍ତସନ୍ତ

ଭାରତୀୟ କ୍ରିକେଟ ଟିମ୍‌ ଦିନିକିଆ ବିଶ୍ୱକପ ୨୦୨୩ ଫାଇନାଲରେ ପହଞ୍ଚିଛି । ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛି । ଓ୍ଵାଙ୍ଖଡେରେ ଖେଳାଯାଉଥିବା ମ୍ୟାଚରେ ଭାରତ-ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇଛି । ବିରାଟ କୋହଲି ଏହି ମ୍ୟାଚରେ ୫୦ ତମ ଶତକ ମାରି ମାଷ୍ଟର ବ୍ଲାଷ୍ଟର ସଚିନ…