Browsing Tag

Videocon loan case

ଭିଡିଓକନକୁ ଆଇସିଆଇସିଆଇ ବ୍ୟାଙ୍କର ଋଣ ଦୁର୍ନୀତି ମାମଲା, ଇଡିରେ ହାଜର ହେଲେ ଚନ୍ଦା କୋଚର ଓ ଦୀପକ କୋଚର

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେଲେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚର। ଭିଡିଓକନକୁ ଆଇସିଆଇସିଆଇ ବ୍ୟାଙ୍କର ଋଣ ଦୁର୍ନୀତି ମାମଲାରେ ଆଜି ସେ ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ବ୍ୟାଙ୍କ ଋଣ…