Browsing Tag

water rice prasad

ନୃସିଂହନାଥ ପୀଠର ଅନନ୍ୟ ପରମ୍ପରା ଦହି ପଖାଳ ଭୋଗ

ପ୍ରଚଣ୍ଡ ଗ୍ରୀଷ୍ମ ତାତିରେ ମଣିଷ ତ୍ରାହି ତ୍ରାହି ଡାକୁଛନ୍ତି । ରୌଦ୍ର ତାପରୁ ରକ୍ଷା ପାଇଁ ମଣିଷ କଅଣ ଭଗବାନଙ୍କ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ ଅଣା ଯାଇଛି । ଏହିପରି ଏକ ଅନନ୍ୟ ପରମ୍ପରାର ପ୍ରତୀକ ପଶ୍ଚିମ ଓଡିଶାର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ । ଅକ୍ଷୟ ତୃତୀୟା ଠାରୁ ସାତ ଦିନ ଯାଏଁ…