Browsing Tag

weather

ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା, ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେନ୍ୟୁଜ୍‌): କାଳବୈଶାଖୀ ବର୍ଷା ଆଣିଛି ତାତିରୁ ଆଶ୍ବସ୍ତି । ଗତକାଲି ଠାରୁ ରାଜ୍ୟରେ ବିକ୍ଷିପ୍ତ ବର୍ଷା ପ୍ରଭାବରେ କମିଛି ତାପମାତ୍ରା । ରାଜ୍ୟର କିଛି ଅଞ୍ଚଳରେ ବଜ୍ରପାତ, କୁଆପଥର ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ତାତି କମାଇଛି । ଆଗାମୀ ୨ଦିନ ଯାଏ ପାଗରେ ବିଶେଷ…

ତାତିରୁ ମିଳିଲା ତ୍ରାହି : ଟ୍ବିନ୍‌ ସିଟିରେ ବଦଳିଛି ପାଗର ମିଜାଜ

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ଟ୍ବିନ୍‌ ସିଟିରେ ବଦଳିଛି ପାଗର ମିଜାଜ ।  ରାଜ୍ୟରେ ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିଛି ତ୍ରାହି ।  ରାଜ୍ୟର କେତେକ ଅଞ୍ଚଳରେ ମେଘୁଆ ପାଗ ରହିଥିବା ବେଳେ ଭୁବନେଶ୍ବରରେ ଝିପି ଝିପି ବର୍ଷା ହେଉଛି ।  ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ…

ପାଗରେ ପରିବର୍ତ୍ତନ: ଉପକୂଳ ଓଡ଼ିଶାରେ ମେଘୁଆ ପାଗ ସାଙ୍ଗକୁ ଝିପଝିପ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ପାଗରେ ପରିବର୍ତ୍ତନ । ଉପକୂଳ ଓଡ଼ିଶାରେ ବଦଳିଲା ପାଣିପାଗ । ମେଘୁଆ ପାଗ ସାଙ୍ଗକୁ ଝିପଝିପ ବର୍ଷା ହେଉଛି । ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଲାଗି ରହଛି । ଆଜି ୮ ଜିଲ୍ଲା ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି,…

ଆସନ୍ତା ପାଞ୍ଚଦିନ ଯାଏ ତାପମାତ୍ରାରେ ବିଶେଷ ଧରଣର ପରିବର୍ତ୍ତନ ନାହିଁ, ଦିନରେ ଖରା ଓ ଅପରାହ୍‌ଣରେ କାଳ ବୈଶାଖୀ ରଚିବ…

କେନ୍ୟୁଜ୍(ବ୍ୟୁରୋ): ଦିନରେ ଖରା, ଅପରାହ୍‌ଣରେ କାଳ ବୈଶାଖୀର ତାଣ୍ଡବ। ରାଜ୍ୟରେ ବଢୁଛି ତାପମାତ୍ରା। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୪ରୁ ୩୯ ଡିଗ୍ରି ସେଲସିୟସ ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୨ରୁ ୩୭ ଡିଗ୍ରି ମଧ୍ୟରେ ରେକର୍ଡ ହୋଇଛି। ଦିନରେ ଗରମ ଅନୁଭୂତ ହେଉଥିବା ବେଳେ…

୯ରେ ପୁଣି ଲଘୁଚାପ ! ୪୮ଘଣ୍ଟା ପରେ ଶକ୍ତିଶାଳୀ ହୋଇ ତାମିଲନାଡୁ-ପୁଡୁଚେରୀ ତଟ ମୁହାଁ ହେବ

କେନ୍ୟୁଜ୍(ବ୍ୟୁରୋ):୯ତାରିଖରେ ଲଘୁଚାପ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ଲଘୁଚାପ ସମ୍ଭାବନା ନେଇ ଆକଳନ କରିଛନ୍ତି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଲଘୁଚାପ ସୃଷ୍ଟି ହେବାର…

ବଦଳିଲା ପାଗ: ବଢ଼ିଲା ରାତି ତାପମାତ୍ରା, କିଛି ସ୍ଥାନରେ ଦେଖାଗଲାଣି ହାଲୁକାରୁ ମଧ୍ୟମ ଧରଣର କୁହୁଡି

ଭୁବନେଶ୍ଵର (କେନ୍ୟୁଜ): ବଦଳିଲା ପାଗ, ବଢ଼ିଲା ରାତି ତାପମାତ୍ରା କମିଲା ଶୀତ । ବଙ୍ଗୋପସାଗର ଅଞ୍ଚଳରୁ ପୂର୍ବଦିଗରୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ଫୁଲବାଣୀ, ଭବାନୀପାଟଣା,ପାରଳାଖେମୁଣ୍ଡିର କିଛି…

ଚଳିତ ସପ୍ତାହ ଶେଷ ଆଡ଼କୁ ଆଉ ଏକ ଲଘୁଚାପ ସୃଷ୍ଟି ! ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର(କେନ୍ୟୁଜ): ଚଳିତ ସପ୍ତାହ ଶେଷ ଆଡ଼କୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏନେଇ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି । ଲଘୁଚାପ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନ କିମ୍ବା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ । ୨୪…

ତାତିରୁ ମିଳିବ ତ୍ରାହି ! ୨୪ ଘଣ୍ଟାରେ ପାଗ ପରିବର୍ତ୍ତନ ସହ ବର୍ଷାର ପୂର୍ବାନୁମାନ

ଭୁବନେଶ୍ୱର (କେନ୍ୟୁଜ): ଶ୍ରାବଣରେ ତାତିରୁ ମିଳିପାରେ ତ୍ରାହି। ୨୪ ଘଣ୍ଟାରେ ପାଗ ପରିବର୍ତ୍ତନ ସହ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୫ରେ ବଢିବ ବର୍ଷା ପରିମାଣ। ୬ରେ ମୌସୁମୀ ବର୍ଷାରେ ଭିଜିପାରେ ସଂପୂର୍ଣ୍ଣ ଓଡିଶା। ୫ ଜିଲ୍ଲାକୁ ଅତିପ୍ରବଳ ଓ ୧୪ ଜିଲ୍ଲାକୁ ପ୍ରବଳ ବର୍ଷା…

୭ରେ ଲଘୁଚାପ, ବାତ୍ୟା ନେଇ ସନ୍ଦେହ: ଆଞ୍ଚଳିକ ପାଣିପାଗର ସୂଚନା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୭ରେ ଲଘୁଚାପ ସମ୍ଭାବନା । ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର…

ଏପ୍ରିଲ ପ୍ରଥମ ସପ୍ତାହରେ ଆସିବ କି ବାତ୍ୟା? ହେଉଛି ପାଗରେ ପରିବର୍ତ୍ତନ

(କେନ୍ୟୁଜ): ଏପ୍ରିଲ ପ୍ରଥମ ସପ୍ତାହରେ ଆସିବ କି ବାତ୍ୟା। ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସଙ୍କ ସୂଚନା ମୁତାବକ ଆସନ୍ତା ସପ୍ତାହରେ ଆଣ୍ଡାମାନ ଓ ନିକୋବର ଦୀପ ନିକଟରେ ଏକ ବାତ୍ୟା ସୃଷ୍ଟି ନେଇ ପାଗ ଅନୁକୂଳ ରହିଛି। ସେପଟେ ୱିଣ୍ଡିର ୟୁରୋପିଆନ ଓ ଜିଏଫ୍‌ଏସ ମଡେଲ ମୁତାବକ ଏପ୍ରିଲ ୬…

ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, ଆଜିି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଗତ ୨୪ଘଣ୍ଟାରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ୫ଟି ସ୍ଥାନରେ ଘନକୁହୁଡ଼ି ଦେଖାଯାଇଛି। ଆଗାମୀ ୩ଦିନ ଯାଏ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା…

ଆହୁରି ଦୁଇ ଦିନ ଥରାଇବ ଶୀତ, ୨୧ ରୁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ଯୁଜ୍): ପୁଣି ୨୧ରୁ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍‌ସ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଉତ୍ତର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ୨୨ ତାରିଖରେ…