Browsing Tag

whats app

ହ୍ଵାଟସ୍‌ ଆପ୍‌ ଆଣୁଛି ନୂଆ ଫିଚର, ଷ୍ଟାଟସ୍‌ ଦେଖିବେ ସମସ୍ତ ୟୁଜର

ହ୍ଵାଟସ୍ ଆପ୍ ପ୍ରତି ମାସରେ କିଛି ନୂଆ ଫିଚର ରୋଲଆଉଟ କରିଥାଏ ଏବଂ ଏହି ଫିଚରକୁ ନେଇ ଆଲୋଚନା ମଧ୍ୟ ହୁଏ । ୟୁଜରମାନେ ଏହି ଫିଚର ବିଷୟରେ ଅଳ୍ପ ବହୁତ ଜାଣିବା କ୍ଷଣି ହିଁ ପୁଣି ହ୍ଵାଟ୍ସଆପ୍ ଆଉ ଏକ ନୂଆ ଫିଚର ରୋଲଆଉଟ୍‌ କରେ ଏବଂ ଲୋକମାନେ ଫୁଣି ନୂଆ ଫିଚର ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି…

ହ୍ଵାଟ୍ସଆପ୍‌ ଆଣୁଛି ନୂଆ ଫିଚର, ଏବେ ଭିଡିଓକୁ ସହଜରେ କରିପାରିବେ ରିଭାଇଣ୍ଡ୍‌

ହ୍ଵାଟ୍ସଆପ୍ ହେଉଛି ଏକ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ, ଯାହା ବିଶ୍ୱର ଲକ୍ଷ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି । ଏହି ପ୍ଲାଟଫର୍ମ ଲୋକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ । ସାଙ୍ଗ ଏବଂ ସମ୍ପର୍କୀୟଙ୍କ ସହ ଚାଟ୍ କରିବା ହେଉ କିମ୍ବା ଅଡିଓ-ଭିଡିଓ କଲ କରିବା ପାଇଁ ହେଉ ଲୋକମାନେ ଏହାକୁ ଅଧିକ…

ହ୍ଵାଟ୍ସଆପର ନୂଆ ଫିଚର, କନେକ୍ଟ ହୋଇ ପାରିବେ ୩୩ ରୁ ୧୨୮ ଗ୍ରୁପ୍‌ ମେମ୍ବର୍ସ

ଲୋକପ୍ରିୟ ଚାଟିଂ ଆପ୍ ହ୍ଵାଟ୍ସଆପ୍ ଏହାର ୟୁଜରମାନଙ୍କ ପାଇଁ ଏକ ନୂଆ ଫିଚର ରୋଲ ଆଉଟ କରିଛି । ଏହି ଫିଚରର ନାମ ହେଉଛି ଭଏସ୍ ଚାଟ୍ । ହ୍ଵାଟ୍ସଆପ୍ ର ଏହି ଫିଚର ଗ୍ରୁପ୍ କଲିଂ ପରି, କିନ୍ତୁ ଏହା ଗ୍ରୁପ୍ କଲିଂ ଠାରୁ ଭିନ୍ନ ଭାବରେ କାମ କରେ । ହ୍ଵାଟ୍ସଆପ୍ ଏହାର ଅଫିସିଆଲ୍ ଚ୍ୟାନେଲ୍…

ସ୍କାମରଙ୍କ ସ୍କାମରେ ଫସିଗଲେ ଏହି ବ୍ୟକ୍ତି, ହ୍ଵାଟ୍ସଆପରେ ଚାକିରି ଅଫର ଦେଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

ଦୁନିଆରେ ୫୫୦ ମିଲିୟନରୁ ଅଧିକ ଲୋକ ହ୍ଵାଟ୍ସଆପ୍ ବ୍ୟବହାର କରନ୍ତି । ଏତେ ସଂଖ୍ୟକ ୟୁଜର୍ ବେସ୍ ହେତୁ ସ୍କାମରମାନେ ଏହି ଆପ୍ ଦ୍ୱାରା ଲୋକଙ୍କୁ ସେମାନଙ୍କର ଶିକାର କରୁଛନ୍ତି । ନିକଟରେ ମୁମ୍ବାଇର ଜଣେ ଫୁଟବଲ କୋଚଙ୍କୁ ହ୍ଵାଟ୍ସଆପରେ ମିଳିଥିବା ଏକ ଚାକିରି ଅଫର ମହଙ୍ଗା ପଡିଛି ଏବଂ ସେ ନିଜର…

ସାରା ଦେଶରେ ହ୍ବାଟସଆପ୍ ସେବା ବନ୍ଦ, ୪୫ ମିନିଟ୍ ହେଲା କାମ କରୁନି ହ୍ବାଟସଆପ୍

ନୂଆଦିଲ୍ଲୀ: ହ୍ଵାଟ୍‌ସଆପ୍‌ ଠପ୍‌ । ସର୍ଭର ଡାଉନ୍‌ । ଭାରତ ସମେତ କିଛି ଦେଶରେ କାମ କରୁନି ହ୍ଵାଟସ୍‌ଆପ୍‌ । ସର୍ଭର ଡାଉନ୍‌ ଥିବାରୁ ମେସେଜ୍‌ ଯାଉନି କି ଆସୁନି । ଟେକ୍ସଟ କି ଭିଡିଓ ମେସେଜ୍‌ କରି ପାରୁ ନାହାନ୍ତି ହ୍ଵାଟସଆପ୍‌ ବ୍ୟବହାରକାରୀ । ଭିଡିଓ କଲ୍‌ ବି ହୋଇ ପାରୁନି । ଫଳରେ…

ହ୍ଵାଟ୍ସଆପ୍ ଲଞ୍ଚ କଲା ନୂଆ ଆପ୍: ଚାଲିବ ସୁପରଫାଷ୍ଟ, ଜାଣନ୍ତୁ କିପରି କରିବେ ଡାଉନଲୋଡ୍

ହ୍ଵାଟ୍ସଆପ ଆପ୍ ଏହାର ନୂତନ ଆପ୍ ଲଞ୍ଚ କରିଛି, ଯାହା ଅନେକ ବ୍ୟବହାରକାରୀଙ୍କ ପାଇଁ ସର୍ବୋତ୍ତମ ବା ବେଷ୍ଟ ଆପ୍ ବୋଲି ପ୍ରମାଣ କରିବାକୁ ଯାଉଛି। ଆପଣ ମଧ୍ୟ ଏହାକୁ ଡାଉନଲୋଡ୍ କରିବା ମାତ୍ରେ ସମସ୍ତ କାର୍ଯ୍ୟ ସୁପରଫାଷ୍ଟ ହେବାକୁ ଯାଉଛି। ହ୍ଵାଟ୍ସସାପ ଏକ ନୂତନ ଷ୍ଟାଣ୍ଡାଲୋନ୍ ଆପ୍ ଆଣିଛି…

ବର୍ତ୍ତମାନ ଆପଣ ଆଣ୍ଡ୍ରଏଡ୍ ଫୋନରୁ ଆଇଫୋନକୁ ସ୍ଥାନାନ୍ତର କରି ପାରିବେ ନିଜର ଚାଟ୍ ହିଷ୍ଟ୍ରୀ

ହ୍ୱାଟ୍ସଆପ୍ ଦିନକୁ ଦିନ ନିଜର ନୂଆ ନୂଆ ଫିଚର୍ ସବୁ ଲଞ୍ଚ କରୁଛି। ଯାହା ପାଇଁ ଗ୍ରାହକ ମଧ୍ୟ ଏହି ଆପ୍ କୁ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଏହି ଲୋକ ପ୍ରିୟ ଆପ୍ ହ୍ୱାଟ୍ସଆପ ଆଉ ଏକ ନୂଆ ଫିଚର୍ ଲଞ୍ଚ କରିବାକୁ ଯାଉଛି। ଯାହା ଦ୍ଵାରା ଆପଣ ଆଣ୍ଡ୍ରଏଡ୍ ଫୋନରୁ ଆଇଫୋନକୁ ଡାଟା…

ହ୍ଵାଟ୍ସ ଆପର ନିୟମ ଉଲଙ୍ଘନ କରି ବ୍ୟାନ ହେଲେ ୟୁଜର୍ସ, କଣ ସେସବୁ ନିୟମ ଜାଣନ୍ତୁ

ବର୍ତ୍ତମାନ ସୋସିଆଲ ମିଡିଆ ଜମାନାରେ ଅନେକ ଆପ୍ସର ଆବଶ୍ୟକତା ଅଧିକ । ଯେମିତିକି ଜରୁରୀ ଆପ୍ସ ଭିତରେ ହ୍ଵାଟସପ । ଯାହା ଜୀବନକୁ ବହୁତ ହି ସରଳ କରିଦେଇଛି ଘରେ ବସି ଅନ୍ୟଦେଶରେ ଥିବା ସମ୍ପର୍କୀୟ ହୁଅନ୍ତୁ ଅବା ନିଜ କାମ ହେଉ ଅବା କୌଣସି ବି ିନଫରମେସନ ଝଟସେ ସମାଧାନ କରିଦିଏ ଏହି ଆପ ।…

ହ୍ଵାଟ୍ସଆପ ନ ଖୋଲି ବି ପଢି ପାରିବେ ଆସିଥିବା ମେସେଜ, ଜାଣନ୍ତୁ ଏହି ଟିପ୍ସ

ହ୍ଵାଟ୍ସଆପ ଦୁନିଆର ସବୁଠୁ ବ୍ୟବହାର କରାଯାଉଥିବା ମେସେଜ ଆପ | ବେଳେ ବେଳେ ଏମିତି ହୋଇଥାଏ ଯେ ହ୍ଵାଟ୍ସଆପରେ ବାରମ୍ବାର ମେସେଜ ଆସୁଥାଏ ଆଉ ଆପଣ ଏହାକୁ ନ ଖୋଲି ଦେଖିବାକୁ ଚାହିଁଥାନ୍ତି | ମାତ୍ର ଏହିସବୁ ଜାଣି ନଥିବାରୁ ଆପଣ ଏହାର ବ୍ୟବହାର କରି ପାରନ୍ତି ନାହିଁ | ଆଜି ଆମେ ଆପଣଙ୍କୁ…

୨୦୨୨ ରେ WhatsApp ରେ ଆସିବ ଦମଦାର ଫିଚର୍, ଦେଖିପାରିବେ ଇନଷ୍ଟାଗ୍ରାମ ରିଲ

ହ୍ୱାଟ୍ସଆପ ଅନେକ ସମୟରେ ନିଜର ଫିଚର୍ ବଦଲାଉଛି। ପୁଣି ହ୍ୱାଟ୍ସଆପ ହେଉଛି ଏମିତି ଏକ ଆପ୍ ଯାହାକୁ ବିଶ୍ୱର ଶତାଧିକ ଲୋକ ବ୍ୟବହାର କରନ୍ତି। ଏହା ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ୍ ଭାବେ ଜଣାଯାଇଛି। ତେବେ ୨୦୨୨ ଅର୍ଥାତ୍ ଚଳିତ ବର୍ଷ ମଧ୍ୟ ଏହି ଆପ୍ ନିଜର ଅନେକ ଫିଚର୍ ପରିବର୍ତ୍ତନ କରିବା…

ଖୁବ ଶୀଘ୍ର WhatsApp ଲଞ୍ଚ କରିବ ନୂଆ ଫିଚର, କରିପାରିବେ ଏହି ସବୁ ପରିବର୍ତ୍ତନ

ଆଗାମୀ ଦିନରେ Whats App ଚଳାଇବାର ଆପଣଙ୍କର ଏକ୍ସପିରିୟନ୍ସ ଭଲ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ଆସନ୍ତା କିଛି ସପ୍ତାହ ମଧ୍ୟର Whats App ଅନେକ ଗୁରୁତ୍ଵ ପୂର୍ଣ୍ଣ ଫିଚର ଆଣିବାକୁ ଯାଉଛି। Whats Appର ଏହି ଆଗାମୀ ଫିଚର୍ସ ଗୁଡିକ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ସହିତ ଡେସ୍କଟପ୍ ଆପ୍କୁ ରୋଲ…

Facebook Outage: ଅଫିସ୍‌ରେ ଏଣ୍ଟ୍ରି କରିପାରିନଥିଲେ ଫେସ୍‌ବୁକ କର୍ମଚାରୀ, ଗେଟ୍‌ ଆକ୍ସେସ୍‌ ବି ହୋଇଯାଇଥିଲା ବନ୍ଦ

ଫେସ୍‌ବୁକ୍‌ ଇତିହାସରେ ଏବେ ପର୍ଯ୍ୟନ୍ତର ସବୁଠୁ ବଡ଼ ଆଉଟେଜ୍‌ ସୋମବାର ରାତିରେ ଦେଖିବାକୁ ମିଳିଛି। ସୋମବାର ରାତିରେ ପାଖାପାଖି ୬ ଘଣ୍ଟା ଧରି ହ୍ଵାଟ୍ସ ଆପ୍‌, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଠପ୍‌ ହୋଇଯାଇଥିଲା। ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି ଯେ କନ୍‌ଫ୍ୟୁଗେରେସନ୍‌ ବେଳେ ଏହି…