Browsing Tag

world cup

ଆଜି ବାଘ-କଙ୍ଗାରୁ ଲଢ଼େଇ, କେଉଁ ଖେଳାଳିଙ୍କ ଉପରେ କିଏ ଭାରୀ ? ପକାନ୍ତୁ ନଜର

ବିଶ୍ବକପରେ ଅଷ୍ଟ୍ରେଲିଆ ଓ ଭାରତର କେଉଁ ଖେଳାଳିଙ୍କ ଉପରେ କିଏ ଭାରୀ । ବିରାଟ କୋହଲିଙ୍କ ପାଇଁ ଘାତକ ହୋଇପାରନ୍ତି ଦ୍ରୁତ ବୋଲର ଜୋସ୍ ହାଜଲଉଡ୍ । କୋହଲିଙ୍କୁ ଦିନିକିଆରେ ସେ ୮୮ଟି ବଲ୍ ପକାଇଛନ୍ତି । ଆଉଟ୍ କରିଛନ୍ତି ପାଞ୍ଚ ଥର । ଚଳିତ ବିଶ୍ବକପ ଲିଗରେ ବି କୋହଲିଙ୍କୁ ଆଉଟ୍ କରିଥିଲେ…

ନ୍ୟୁଜିଲାଣ୍ଡ, ପାକିସ୍ତାନ ନା ଆଫଗାନିସ୍ତାନ ! ବିଶ୍ୱକପରେ କାହା ସହ ସେମିଫାଇନାଲ ଖେଳିବ ଭାରତ ?

ନ୍ୟୁଜିଲାଣ୍ଡ, ପାକିସ୍ତାନ ନା ଆଫଗାନିସ୍ତାନ । କିଏ ହେବେ ବିଶ୍ବକପର ଚତୁର୍ଥ ସେମିଫାଇନାଲିଷ୍ଟ । ଆଜି ନ୍ୟୁଜିଲାଣ୍ଡ ପାଇଁ କର ବା ମର ମ୍ୟାଚ୍ । ଶ୍ରୀଲଙ୍କା ବିପକ୍ଷରେ ଆଜି ଜିତିଲେ ଚତୁର୍ଥ ଦଳ ଭାବରେ ସେମିଫାଇନାଲକୁ ଯିବ କିୱି ବାହିନୀ । କିନ୍ତୁ ଏହି ମ୍ୟାଚକୁ ବଡ଼ ବ୍ୟବଧାନରେ ଜିତିବା…

ପାକିସ୍ତାନ ଘୋଷଣା କଲା ବିଶ୍ୱ କପ୍‌ ଟିମ୍‌, ଅଧିନାୟକ ରହିଲେ ବାବର

ଲାହୋର : ଆଗାମୀ ଆଇସିସି ବିଶ୍ୱକପ୍‌ ପାଇଁ ପାକିସ୍ତାନ ତାର ଦଳ ଘୋଷଣା କରିଛି । ବାବର ଆଜମ ଦଳର ଅଧିନାୟକ ରହିଛନ୍ତି । ପାକିସ୍ତାନ କ୍ରିକେଟ୍‌ ବୋର୍ଡ଼ ମୁଖ୍ୟ ଇଞ୍ଜାମାମ ଉଲ୍‌ ହକ୍‌ ଆଜି ଖେଳାଳି ତାଲିକା ଘୋଷଣା କରିଛନ୍ତି । ମୋଟ ୧୦ଟି ଦଳ ଭାରତରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାଗ…

ସାତ ବର୍ଷ ତଳର ଟୁଇଟ୍‌ ହେଲା ଭାଇରାଲ, ୨୦୧୫ରେ ଜଣେ ଭବିଷ୍ୟବାଣୀ କରିଥିଲେ ଆର୍ଜେଣ୍ଟିନା ଜିତିବା ନେଇ, କେତେ ସତ ?

ସରିଗଲା ଫିଫା ବିଶ୍ୱକପ୍‌ । ଫାଇନାଲ୍‌ରେ ଫ୍ରାନ୍ସକୁ ହରାଇ ଚାମ୍ପିଅନ୍‌ ହୋଇଛି ଲିଓନେଲ ମେସିଙ୍କ ଟିମ୍‌ ଆର୍ଜେଣ୍ଟିନା । ଆଉ ଅନେକ ରେକର୍ଡ଼ ସହ ମେସି ହୋଇଛନ୍ତି ଶ୍ରେଷ୍ଠ ଖେଳାଳି । ତେବେ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଅନେକ କ୍ରୀଡ଼ା ବିଶେଷଜ୍ଞ, ଜ୍ୟୋତିର୍ବିଦ ଏମିତିକି କଇଁଛ, ପକ୍ଷୀ…

୨୦୨୩ ପୁରୁଷ ହକି ବିଶ୍ୱକପ୍‌ ଲୋଗୋ: ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ) : ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଉନ୍ମୋଚିତ ହୋଇଛି ଲୋଗୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋକୁ ଉନ୍ମୋଚନ କରିଛନ୍ତି । ୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ହେବ । ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ…

ଆଜି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ୍‌ ଫାଇନାଲ୍‌, ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଆଜି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ୍‌ ଫାଇନାଲ୍‌ । ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଟାଇଟଲ୍‌ଠାରୁ ଆଉ ପାଦେ ଦୂରରେ ଭାରତ । ଭାରତୀୟ ସମୟ ସଂଧ୍ୟା ୬ଟା ୩୦ ମିନିଟରୁ ଆରମ୍ଭ ହେବ ମହାଲଢେଇ । ପଞ୍ଚମ ଥର ଚାମ୍ପିଅନ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ୨୦୧୬ରୁ ଲଗାତାର…

ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ବିଶ୍ୱକପ୍‌ର ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ; ଦେଖନ୍ତୁ…

ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ଓ ଏଣ୍ଡୋରା ମଧ୍ୟରେ ଶୁକ୍ରବାର ହେବାକୁ ଥିବା ମୁକାବିଲା ପୂର୍ବରୁ ଏଷ୍ଟାଡି ନେକିଓନଲ୍‌ ଷ୍ଟାଡିୟମରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। କିଛି ଘଣ୍ଟା ମଧ୍ୟରେ ଦୁଇ ଦଳ ମଧ୍ୟରେ ଏଠାରେ ମ୍ୟାଚ୍ ଖେଳାଯିବାକୁ ଥିଲା। କିନ୍ତୁ ଭୟଙ୍କର ଅଗ୍ନିକାଣ୍ଡ…

ବର୍ଷା କାରଣରୁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚର ଚତୁର୍ଥ ଦିନ ବାତିଲ୍‌, ଷଷ୍ଠ ଦିନକୁ ମ୍ୟାଚ ଯିବା ନିଶ୍ଚିତ

ଇଂଲଣ୍ଡ: ବର୍ଷା କାରଣରୁ ଧୋଇଗଲା ଭାରତ-ନ୍ୟୁଜିଲାଣ୍ଡ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚର ଚତୁର୍ଥ ଦିନ ଖେଳ। ଫଳରେ ସଂରକ୍ଷିତ ଧାର୍ଯ୍ୟ ଥିବା ଷଷ୍ଠ ଦିନକୁ ମ୍ୟାଚ ଯିବା ନିଶ୍ଚିତ ହୋଇଛି। ସୋମବାର ମ୍ୟାଚ ଧୋଇଯିବା ପରେ ଏବେ ଫଳାଫଳ ବାହାରିବା ପାଇଁ ସର୍ବାଧିକ ୧୯୬ ଓଭର…

ବେନି ଜନେ ସମଦଶା : ବିଶ୍ୱକପ୍‌ ସେମିଫାଇନାଲ୍‌ର କିଛି ଏମିତି କଥା, ସଂଯୋଗ ନା ଆଉ କିଛି ଭାବନ୍ତୁ ତ ?

ଗତ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଆଇସିସି ବିଶ୍ୱକପ୍‌ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳାଗଲା । ଏଥିରେ ଭାରତକୁ ନ୍ୟୁଜିଲାଣ୍ଡ ହରାଇଥିଲା । ସେହିପରି ୧୧ ତାରିଖରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ଆୟୋଜକ ଇଂଲଣ୍ଡ ଠାରୁ ହାରିଲା ଗତଥର ଚାମ୍ପିଅନ୍‌ ଅଷ୍ଟ୍ରେଲିଆ । ହେଲେ ହୁଏତ…

ବିଶ୍ୱକପ୍‌ ଫାଇନାଲ୍‌ରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମୁକାବିଲା, ଦ୍ୱିତୀୟ ସେମିରେ ଅଷ୍ଟ୍ରେଲିଆ ୮ ଓ୍ଵିକେଟ୍‌ରେ ପରାସ୍ତ

ଲଣ୍ଡନ୍‌ : ଆଇସିସି ବିଶ୍ୱକପ୍‌ ୨୦୧୯ ଫାଇନାଲ୍‌ରେ ମୁକାବିଲା ହେବ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ । ଆଜି ଏଜ୍‌ବାଷ୍ଟନ୍‌ ଠାରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ସବୁ ଆକଳନକୁ ମାଟିରେ ମିଶାଇ ଆୟୋଜକ ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆକୁ ଅତି ସହଜରେ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି ।…

ଇଂଲଣ୍ଡର ଘାତକ ବୋଲିଂ, ମୈଦାନରେ ଲହୁଲୁହାଣ କଙ୍ଗାରୁ ଦଳ . . . ପଟି ବନ୍ଧା ଖେଳାଳିଙ୍କୁ ଦେଖି ମନେ ପଡିଲା କୁମ୍ବଲେଙ୍କ…

ଚାଲିଛି ବିଶ୍ବକପ୍ ଦ୍ବିତୀୟ ସେମିଫାଇନାଲ୍ । ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ । ପ୍ରଥମ ବଲ୍ରେ ଓକ୍ସଙ୍କୁ ଚୌକା ମାରି ଓ୍ଵାର୍ଣ୍ଣର୍ ଭଲ ଆରମ୍ଭ କରିଥିଲେ । ହେଲେ ଦ୍ୱିତୀୟ ଓଭର୍ର ପ୍ରଥମ ବଲରେ ଅଷ୍ଟ୍ରେଲିଆ ଅଧିନାୟକ ଅରୋନ୍ ଫିଞ୍ଚ୍ଙ୍କୁ ଏଲବିଡବଲ୍ୟୁ କରି…

ରୋହିତ ଓ ରାହୁଲଙ୍କ ଶତକ, ବିଶ୍ୱକପ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଅତି ସହଜରେ ୭ ଓ୍ଵିକେଟ୍‌ରେ ହରାଇଲା ଭାରତ

ଲଣ୍ଡନ୍‌ : ପୁଣି ରେକର୍ଡ଼ କଲେ ରୋହିତ ଶର୍ମା। ବିଶ୍ୱ କପ୍‌ରେ ଷଷ୍ଠ ଶତକ କରି ସଚିନ୍‌ ତେନ୍ଦୁଲକରଙ୍କ ସମକକ୍ଷ ହେଲେ । ରୋହିତ ଏବଂ କେ.ଏଲ୍‌ ରାହୁଲଙ୍କ ଶତକ ବଳରେ ଆଜି ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍‌ରେ ହରାଇ ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ । ଏହି ବିଜୟ ସହ ଭାରତ ୧୫ ପଏଣ୍ଟ ଲାଭ କରି ଲିଗ୍‌…