ଶରଦ ପାଓ୍ଵାରଙ୍କୁ ସୁପ୍ରିମ୍ ଝଟ୍କା, ଅଜିତ୍ ପାଓ୍ଵାର ଦଳ ହିଁ କରିପାରିବ NCPର ନିର୍ବାଚନୀ ଚିହ୍ନ ‘ଘଣ୍ଟା’ର ବ୍ୟବହାର
ମହାରାଷ୍ଟ୍ରରେ ଅସଲି ଏନ୍ସିପି ଲଢ଼େଇକୁ ନେଇ ଶରଦ ପାୱାରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ମିଳିଛି ଆଉ ଏକ ଝଟ୍କା । କୋର୍ଟ ମଙ୍ଗଳବାର ଏନ୍ସିପିର ନିର୍ବାଚନୀ ଚିହ୍ନ 'ଘଣ୍ଟା'ର ବ୍ୟବହାରକୁ ନେଇ ଦାୟର ଆବେଦନ ଖାରଜ କରି ଦେଇଛନ୍ତି ।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ 'ଘଣ୍ଟା' ଚିହ୍ନ କେବଳ ଅଜିତ ପାୱାରଙ୍କ ଦଳ ହିଁ ବ୍ୟବହାର କରିବ । ଯଦିଓ ସୁପ୍ରିମ୍କୋର୍ଟ ଶରଦ ଦଳକୁ ଏନ୍ସିପି ଶରଦଚନ୍ଦ୍ର ପାୱାର ନାମରେ ଲୋକସଭା…
Read More...