ସରଫରାଜ ଓ ଧ୍ରୁବଙ୍କ ଉପରେ ଟଙ୍କା ବର୍ଷା କଲା ବିସିସିଆଇ, ଆଇପିଏଲ ପୂର୍ବରୁ ମିଳିଲା ଉପହାର
ସରଫରାଜ ଖାନ ଏବଂ ଧ୍ରୁବ ଜୁରେଲଙ୍କ ବିସିସିଆଇ ଉପହାର ଭେଟି ଦେଇଛି । ଆଇପିଏଲ୍ ୨୦୨୪ ଆରମ୍ଭ ହେବାକୁ ପୂର୍ବରୁ ବିସିସିଆଇ ଏହି ଦୁଇ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା କରିଛି । ସରଫରାଜ ଏବଂ ଜୁରେଲଙ୍କୁ ଭାରତୀୟ କ୍ରିକେଟ ଟିମ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରାଯାଇଥିଲା । ଏବେ ଦୁହିଁଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ରହିବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ ଆପେକ୍ସ କାଉନସିଲ ।
ଏହି ବୈଠକରେ…
Read More...