ପ୍ରସିଦ୍ଧ ସାହିଯାତରେ ଦୁଲୁକୁଛି ଶ୍ରୀକ୍ଷେତ୍ର, ଉଜ୍ଜଳ ଆଲୋକମାଳାରେ ଝଲସୁଛି ୭ ସାହି ଓ ୪୨ ଗଳିକନ୍ଦି
ଉତ୍କଳୀୟ ସଂସ୍କୃତିର ସମଗ୍ର ଶାଖା ପ୍ରଶାଖାର ମୂଳ ହେଲା ଶ୍ରୀମନ୍ଦିର । ନୃତ୍ୟ, ସଂଗୀତ, ବୀରତ୍ୱ ପ୍ରସଙ୍ଗ ଅଥବା ଶାରୀରିକ କୌଶଳ ଏ ସବୁର ଆଦ୍ୟ ହେଲେ ମହାପ୍ରଭୁ ନିଜେ । ଶ୍ରୀକ୍ଷେତ୍ରର ସାହିଯାତ ଏ ସବୁ କଳାର ଏକ ପ୍ରଧାନ ଅଙ୍ଗ, ଯାହାକି ଆରମ୍ଭ ହୁଏ ପବିତ୍ର ଶ୍ରୀରାମ ନବମୀ ଠାରୁ । ଏହି ଏକାଦଶ ଦିନାତ୍ମକ ପର୍ବ ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଠାରୁ ବୈଶାଖ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ପର୍ଯ୍ୟନ୍ତ ପାଳିତ ହୁଏ । ଚଳିତ…
Read More...