ବାସୁଦେବପୁରରୁ ଲଢିବେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ

ଭଦ୍ରକ (କେନ୍ଯୁଜ୍) : ବାସୁଦେବପୁର ଆସନରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ପ୍ରାର୍ଥୀ ହୋଇଛନ୍ତି । ଏ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ସେପଟେ କୃଷି, ଶିକ୍ଷା, ଜୟସେଚନ ଓ ରାସ୍ତାଘାଟ ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି ବିଷ୍ଣୁବ୍ରତ କହିଛନ୍ତି ।