ବିଜେଡିର ଲୋକସଭା ପ୍ରାର୍ଥୀ ଘୋଷଣା, ଦେଖନ୍ତୁ କାହାକୁ ମିଳିଲା କେଉଁଠି ଟିକେଟ୍

ବିଜେଡିର ଚତୁର୍ଥ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି। ଏଥିରେ କିଛି ନୂଆ ଚେହେରା ଦେଖିବାକୁ ମିଳିଛି। ଆସନ୍ତୁ ଦେଖିବା କାହାକୁ ମିଳିଲା କେଉଁଠୁ ଟିକେଟ ।
ଯାଜପୁର – ଶର୍ମିଷ୍ଠା ସେଠୀ
ସମ୍ବଲପୁର – ନଳିନୀ ପ୍ରଧାନ
କେନ୍ଦ୍ରାପଡ଼ା – ଅନୁଭବ ମହାନ୍ତି
ବାଲେଶ୍ବର- ରବୀନ୍ଦ୍ର ଜେନା
ଜଗତସିଂ ପୁର – ରାଜଶ୍ରୀ ମଲ୍ଲିକ୍
ଭଦ୍ରକ- ମଞ୍ଜୁଲତା ମଣ୍ଡଳ
ମୟୁରଭଞ୍ଜ- ଦେବାଶିଷ ମାରାଣ୍ଡି