ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ହେବ ନିର୍ବାଚନ , କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି EVM ଏବଂ VVPAT ମେସିନ୍

ମାଲକାନଗିରି(କେନ୍ୟୁଜ୍) : ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ହେବ ନିର୍ବାଚନ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । EVM ଏବଂ VVPAT ମେସିନ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ବୁଥ୍ ଗୁଡ଼ିକରେ ଯିବାକୁ ଥିବା ସମସ୍ତ କର୍ମଚାରୀଙ୍କ ବିଶ୍ରାମ ନେବା ପାଇଁ ଟେଣ୍ଟର ବ୍ୟବସ୍ଥା କରାଯାଇଛି । ବିଥ୍ ଟ୍ରାନ୍ସପୋର୍ଟ ପାଇଁ ଗାଡ଼ି ଗୁଡ଼ିକୁ ଜିଲ୍ଲା ବାହାରକୁ ଅଣାଯାଇଛି ।