ଘସିପୁରା ବିଧାନସଭା ଆସନରୁ ନିର୍ବାଚନ ଲଢିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର (କେନ୍ୟୁଜ୍) : ଘସିପୁରା ବିଧାନସଭା ଆସନରୁ ନିର୍ବାଚନ ଲଢିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏନେଇ କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ସୂଚନା ଦେଇଛନ୍ତି। ବିଜେଡିର ହେଭିୱେଟ ନେତା ତଥା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ସହ ପ୍ରତିନ୍ଦ୍ୱନ୍ଦିତା କରିବେ ନିରଞ୍ଜନ ପଟ୍ଟନାୟକ । ପୂର୍ବରୁ ଘସିପୁରା ଆସନରୁ ନିର୍ବାଚନ ଲଢିବାକୁ ଆହ୍ଵାନ କରିଥିଲେ ବଦ୍ରି।