ରେଳବାଇର ବଢ଼ିଆ ନିୟମ, ଟିକେଟ୍ ଗୋଟିଏ କିନ୍ତୁ ଭ୍ରମଣ କରିପାରିବେ ଅନେକ ସ୍ଥାନ
ଟ୍ରେନ ଯାତ୍ରୀଙ୍କ ପାଇଁ ବଢ଼ିଆ ଖବର । ଆପଣ ଯଦି ଟ୍ରେନ୍ ଯାତ୍ରାକୁ ଭଲ ପାଉଥାନ୍ତି ତାହେଲେ ଏହା ଆପଣଙ୍କ ପାଇଁ ନିହାତି ଭାବେ ଏକ ଖୁସି ଖବର । ବୁଲାବୁଲି କରିବାକୁ ଭଲ ପାଉଥିବା ଲୋକଙ୍କୁ ରେଳବାଇ ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ସୁବିଧା ଯୋଗାଇ ଦିଆଯାଉଛି । ଯେଉଁଥିରେ ଲୋକମାନେ ୮ଟି ଷ୍ଟପ୍ ପାଇଁ ଗୋଟିଏ ଟିକେଟ୍ ବ୍ୟବହାର କରିପାରିବେ । ଏହି ଟିକେଟକୁ ସର୍କୁଲାର୍ ଯାତ୍ରା ଟିକେଟ୍ ବି କୁହାଯାଏ । ଏହି ନୂଆ ନିୟମ ସାହାଯ୍ୟରେ ଆପଣ…
Read More...