ଆଇଆଇଟି ଇଞ୍ଜିନିୟର ସୁଜିତଙ୍କ ନିଆରା ପ୍ରୟାସ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାଙ୍କୁ ଦେଖାଉଛନ୍ତି ମହାକାଶର ବିଚିତ୍ର ଦୃଶ୍ୟ
ନୀଳଗିରି(କେନ୍ୟୁଜ): ଅନେକେ ସମୟରେ କୁନି କୁନି ପିଲାମାନେ ନୀଳ ମହାକାଶକୁ ଦେଖିଲେ ସେମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ତେବେ ଅନ୍ତରିକ୍ଷ ସମ୍ପର୍କରେ ବିଶେଷ ଜ୍ଞାନ ଅର୍ଜନ କରିବା ପାଇଁ, ବିଶେଷ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଏଭଳି ଏକ ନିଆରା ପ୍ରୟାସ ଆପଣେଇଛନ୍ତି, ଆଇଆଇଟି ଇଞ୍ଜିନିୟର ସୁଜିତ ମହାନ୍ତି । ନୀଳଗିରି ଏନ୍ ଏ ସି ଅନ୍ତର୍ଗତ ସାନଅତାର ରମାକାନ୍ତ ମହାନ୍ତିଙ୍କ ସୁପୁତ୍ର ସୁଜିତ୍ ମହାନ୍ତି ।…
Read More...