ବିଜେଡିରେ ଯୋଗଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
ଭୁବନେଶ୍ୱର : ବିଜେଡିରେ ଯୋଗଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି। ବିଜେଡିରେ ମିଶିବା ପରେ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ ନବୀନ ସାରଙ୍କ ବଡ଼ ଫ୍ୟାନ। ସାରଙ୍କ ନିର୍ମଳ ଭାବମୂର୍ତ୍ତି ଓ ବ୍ୟକ୍ତିତ୍ବ ପ୍ରଭାବିତ କରିଛି। ସାର କେବେ ବି କାହା ବିଷୟରେ କହନ୍ତି ନାହିଁ। ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଅନେକ ଅନେକ…
Read More...