ଶିବସେନାରେ ଯୋଗଦେଲେ ଗୋବିନ୍ଦା, ଉତ୍ତର ପଶ୍ଚିମ ମୁମ୍ବାଇରୁ ଲଢ଼ିପାରନ୍ତି ନିର୍ବାଚନ
ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତି ମଧ୍ୟ ସେତିକି ସରଗରମ ହେଉଛି । ଆଜି ଫିଲ୍ମ ଅଭିନେତା ଗୋବିନ୍ଦା ଶିବସେନା (ସିନ୍ଦେ ଦଳ)ରେ ଯୋଗ ଦେଇଛନ୍ତି । ବାଲାସାହେବ ଠାକରେ ଭବନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । କୁହାଯାଉଛି ଯେ ଗୋବିନ୍ଦା ଉତ୍ତର ପଶ୍ଚିମ ମୁମ୍ବାଇ ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ।
ଶିବସେନାରେ ଯୋଗଦେବା ଅବସରରେ ଗୋବିନ୍ଦା ସିଏମ୍ ସିନ୍ଦେଙ୍କୁ…
Read More...