କୁଡ଼ିଆ ଘରେ ପାଠ ପଢ଼ି ପାଇଲେ ସଫଳତା, ସଂଘର୍ଷ କରି UPSCରେ ସିଲେକ୍ଟ ହେଲେ ପଓ୍ଵନ
ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୁଏ । ଉଚ୍ଚାଭିଳାସୀ ଲୋକମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସବୁ ପ୍ରକାରର ବାଧା ବିଘ୍ନକୁ ଅଣଦେଖା କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣେ ଯୁବକଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯିଏ ଦୃଢ଼ ଇଚ୍ଛା ଶକ୍ତି ବଳରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମିତି ଅନେକ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ପାସ୍ କରିଛନ୍ତି ତେବେ ଏ ଯୁବକଙ୍କ କଥା ଆମେ କାହିଁକି…
Read More...