ସୋର: ଟ୍ରେନରୁ ଖସି ଅଚିହ୍ନା ଯୁବକଙ୍କ ମୃତ୍ୟୁ
ସୋର (କେନ୍ୟୁଜ): ଏକ୍ସପ୍ରେସ ଟ୍ରେନରୁ ଖସି ଅଚିହ୍ନା ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ସୋର ସବିରା ଷ୍ଟେସନ ମଧ୍ୟ ଅଲିପୁର ଗେଟ ନିକଟରେ ଅପ ଲାଇନରେ ଘଟିଛି ଏପରି ଘଟଣା । ଯୁବକ ଜଣକ ଅଣ ଓଡ଼ିଆ ବୋଲି ଜଣା ପଡିଛି। ମୃତ ଯୁବକ ଲାଲ ବାନିୟନ କଳା ପ୍ୟାଣ୍ଟ ପିନ୍ଧିଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜିଆରପି କିମ୍ବା ଆରପିଏଫ ଘଟଣା ସ୍ଥଳରେ ପହଞ୍ଚି ନାହିଁ । ଏହାକୁ ଦେଖିବାପପାଇଁ ସ୍ଥାନୀୟ ଅଞ୍ଚଳରେ ଗହଳି ଲାଗି ରହିଛି ।…
Read More...