ବିଜେଡିର ଆଉ ୯ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ଜାଣନ୍ତୁ ପ୍ରଦୀପ ମହାରଥୀଙ୍କୁ ଟିକେଟ୍ ମିଳିଲା କି ନାହିଁ

ପ୍ରକାଶ ପାଇଲା ବିଜେଡିର ଆଉ ୯ ବିଧାନସଭା ପ୍ରାର୍ଥୀ ତାଲିକା । ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନଜର ପକାନ୍ତୁ କିଏ କେଉ ଅଂଚଳରୁ ଛିଡା ହେଉଛି ।

ପିପିଲି : ପ୍ରଦୀପ ମହାରଥୀ

କାକଟ ପୁର : ସୁରେନ୍ଦ୍ର ସେଠୀ

ଭାଗିରଥୀ ସେଠୀ : ଆନନ୍ଦପୁର

ପ୍ରଶାନ୍ତ ମୁଦୁଲି : ଜଗତସିଂହପୁର

ସମୀର ଦାଶ : ନିମାପଡା

ସନ୍ତୋଷ ଖଟୁଆ : ନୀଳଗିରି

ରାଜେନ୍ଦ୍ର ଦାସ : ଧାମନଗର

ବାଲିକୁଦା – ଏରସମା : ରଘୁନନ୍ଦନ ଦାସ

ନିଆଳି – ପ୍ରମୋଦ ମଲ୍ଲିକ

Leave A Reply

Your email address will not be published.