ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ ନାମାଙ୍କନ ଦାଖଲ କଲେ ବିଧାନସଭା ଆସନ ପ୍ରାର୍ଥୀ ମଧୁମିତା ସାହୁ

ଯାଜପୁର ଟାଉନ (କେନ୍ୟୁଜ୍) : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ। ପ୍ରଥମ ଦିନରେ ନାମାଙ୍କନ ଦାଖଲ କଲେ ତିନି ଜଣ କମ୍ୟୁନିଷ୍ଟ ପ୍ରାର୍ଥୀ । ଦଳ ପକ୍ଷରୁ ସାଂସଦ ପ୍ରାର୍ଥୀ ହେଲେ ସୁବାସ ଚନ୍ଦ୍ର ମଲିକ । ବିଂଝାରପୁର ବିଧାନସଭା ଆସନ ପାଇଁ ରାଧା ବଲ୍ଲଭ ମଲ୍ଲିକ ଏବଂ ଧର୍ମଶାଳା ପାଇଁ ମଧୁମିତା ସାହୁ ନାମାଙ୍କନ ପତ୍ର ଦାଖଲ କଲେ ।

Leave A Reply

Your email address will not be published.