କେନ୍ଦ୍ରରେ କୌଣସି ଦଳ ବହୁମତ ନପାଇଲେ କାହାକୁ ସମର୍ଥନ ଦେବ ବିଜେଡି? ଉତ୍ତର ରଖିଲେ ନବୀନ

କେନ୍ୟୁଜ୍ : କେନ୍ଦ୍ରରେ କାହାକୁ ସମର୍ଥନ ଦେବ ବିଜେଡି ? କେନ୍ଦ୍ରରେ କୌଣସି ଦଳ ବହୁମତ ନପାଇଲେ କାହାକୁ ସମର୍ଥନ ଦେବ ଦଳ ? ଇଣ୍ଡିଆ ଟୁଡେର ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ରାଜୀବ ସରଦେଶାଇଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି ଓଡ଼ିଶାକୁ ଯିଏ ଲାଭ ଦେବ ତାକୁ ଆମେ ସମର୍ଥନ କରିବୁ । ଆମେ ଆମ ଇସ୍ତାହାରରେ ଏ ବିଷୟରେ ଉଲ୍ଲେଖ କରିଛୁ ବୋଲି ନବୀନ କହିଛନ୍ତି । ଯିଏ ଓଡ଼ିଶାର ନାଯ୍ଯ ଦାବିକୁ ସମର୍ଥନ କରିବ ତାକୁ ଆମେ ସମର୍ଥନ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । UPA, NDA ବା ଅନ୍ୟ କାହାକୁ ବି ସମର୍ଥନ ଦେଇପାରୁ ବୋଲି ନବୀନ ତାଙ୍କ ସାକ୍ଷାତକାରରେ କହିଛନ୍ତି ।

 

Leave A Reply

Your email address will not be published.