ଆସନ୍ତା ୨୮ ରେ ନିଶ୍ଚିନ୍ତକୋଇଲି ଆସିବେ ରାହୁଲ ଗାନ୍ଧୀ
ସାଲେପୁର : ଆସନ୍ତା ୨୮ ତାରିଖ ରବିବାର ଦିନ ରାହୁଲ ଗାନ୍ଧୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଆରଏମସି ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେବେ। ଏହି ସଭାରେ ଉପକୂଳ ଜିଲ୍ଲା କଟକ, କେନ୍ଦ୍ରାପଡା, ଯାଜପୁର , ଜଗତସିଂପୁର ଅଞ୍ଚଳରୁ ବହୁ କଂଗ୍ରେସ କର୍ମୀ ଯୋଗଦେବେ। ରାହୁଲ ଉପକୂଳ ଭୋଟର ଓ କର୍ମୀମାନଙ୍କୁ ଏହି ସଭାରେ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି l
ଏହି ପରିପ୍ରେକ୍ଷୀରେ କଂଗ୍ରେସର ଏକ ରାଜ୍ୟସ୍ତରୀୟ କଂଗ୍ରେସ…
Read More...