ସରିଲା କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କ ଝାମୁଯାତ୍ରା
କାକଟପୁର : ସରିଲା କାକଟପୁରର ପ୍ରସିଦ୍ଧ ମା ମଙ୍ଗଳାଙ୍କ ଝାମୁଯାତ୍ରା। ଏକ ମାସ ବ୍ୟାପୀ ଚାଲିଥିବା ଯାତ୍ରାର ଶେଷ ଦିନରେ ମା ମଙ୍ଗଳା ଭକ୍ତମାନଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଇଛନ୍ତି। ମାନସିକଧାରୀ ଘଣ୍ଟ ପାଟୁଆ ସେବକ ମାନେ ଆଜି ମାଙ୍କ ମନ୍ଦିର ସିଂହଦ୍ଵାର ସାମ୍ନାରେ ଡହ ଡହ ରଡ଼ ନିଆଁରେ ଚାଲି ଅଗ୍ନିପରୀକ୍ଷା ଦେଇଥିଲେ।
ପାଟୁଆ ମାନେ ପ୍ରାଚୀ ନଦୀରୁ ପାଣି ଆଣି ଆସି ମାଆଙ୍କ ଆଜ୍ଞାମାଳ ପାଇବା ପରେ ଅଗ୍ନି ଗାଡ଼ରେ…
Read More...