କିଟ୍ ଓ କିସ୍ ପରିଦର୍ଶନ କଲେ ଜାପାଇଗୋ ପ୍ରତିନିଧି ଦଳ
ଭୁବନେଶ୍ୱର : କିଟ୍ ଓ କିସ୍ ପରିଦର୍ଶନ କଲେ ଜାପାଇଗୋ ପ୍ରତିନିଧି ଦଳ। ଆଜି କିଟ୍ ଓ କିସ ବିଶ୍ଵବିଦ୍ୟାଳୟର ପରିଦର୍ଶନ ପାଇଁ ଜାପାଇଗୋର ତିନି ଜଣ ଅତିଥୀ ଆସିଥିଲେ । ସେମାନଙ୍କ ମଧ୍ୟରେ ଜାପାଇଗୋର ସଭାପତି ତଥା ମୁଖ୍ୟ ପରିଚାଳନା ଅଧିକାରୀ ଡ. ଲେସଲି ମଙ୍କୁଶ, ଦେବୋରା ବୋସମେୟର ଓ ଜାପାଇଗୋ ଇଣ୍ଡିଆର ଭାରତୀୟ ନିର୍ଦ୍ଦେଶକ ଡ. ସୋମେଶ କୁମାର ପ୍ରମୁଖ ସାମିଲ ଥିଲେ।
ସେମାନେ ବିଶ୍ଵବିଦ୍ୟାଳୟ ପରିସର, କିସର ରୋଷେଇ ଘର ବୁଲିବା…
Read More...