ଆସିଲା BSNLର ସବୁଠାରୁ ଦମଦାର ପ୍ଲାନ୍, ଥରେ ରିଚାର୍ଜ କଲେ ସରିଯିବ ସବୁ ଟେନସନ୍
ଜିଓ, ଏୟାରଟେଲ ଏବଂ ଭୋଡ଼ାଫୋନ ଆଇଡିଆ କମ୍ପାନୀ ଭଳି BSNL ଆଗରେ ନାହିଁ ସତ, କିନ୍ତୁ କମ୍ପାନୀ ନିଜ ୟୁଜରମାନଙ୍କୁ ଭଲ ଅଫର ଦେଇଥାଏ । ୟୁଜରଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି BSNL ଏହାର ପୋର୍ଟଫୋଲିଓରେ ଅନେକ ରିଚାର୍ଜ ପ୍ଲାନ୍ ସାମିଲ କରିଛି । ଆଜି ଆମେ ଆପଣଙ୍କୁ BSNL ର ଏପରି ଏକ ଜବରଦସ୍ତ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ ଯାହା ଅଧିକ ଭ୍ୟାଲିଡିଟି ଚାହୁଁଥିବା ୟୁଜରମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।
ବିଭିନ୍ନ…
Read More...