ଡ୍ରେସିଂ ରୁମରେ ସ୍ମୋକିଂ କଲେ ଇମାଦ ଓ୍ଵାମିସ, ଗାଳି କରୁଛନ୍ତି ଫ୍ୟାନ୍ସ: ଦେଖନ୍ତୁ ଭିଡିଓ
ପାକିସ୍ତାନ ସୁପର ଲିଗ୍ ୨୦୨୪ ସିଜନର ଫାଇନାଲ କରାଚୀରେ ଖେଳାଯାଇଥିଲା । ଏହି ମ୍ୟାଚରେ ଇସଲାମବାଦ ୟୁନାଇଟେଡ ଟିମ୍ ଜିତି ତୃତୀୟ ଥର ପାଇଁ ଟାଇଟଳ ନିଜ ନାମରେ କରିଛି । ଏହି ମ୍ୟାଚ ସମୟରେ ଇମାଦ ଓ୍ଵାସିମ ଅଲରାଉଣ୍ଡର ଭାବେ ଖେଳିଥିଲେ । କିନ୍ତୁ ତାଙ୍କର ଏକମାତ୍ର ହରକତ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାଇଁ ଲଜ୍ୟାଜନକ ସ୍ଥିତି ସୃଷ୍ଟି କରିଥିଲା । ଫାଇନାଲ ମ୍ୟାଚରେ ଇମାଦଙ୍କ ଡ୍ରେସିଂ ରୁମରୁ ଏକ ଭିଡିଓ ଭାଇରଲ ହେଉଛି ।…
Read More...