ସାଧାରଣ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରେ ପୋଲିସର ଫ୍ଲାଗ ମାର୍ଚ୍ଚ
ସାଲେପୁର(କେନ୍ୟୁଜ): ସାଧାରଣ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କିଶନ ନଗର ପୋଲିସ ପକ୍ଷରୁ ୧୯ ଗୋଟି ପଞ୍ଚାୟତର ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । କିଶନନଗର ଥାନା ଆଇଆଇସି ରଶ୍ମି ରଞ୍ଜନ ଦାଶଙ୍କ ଉପସ୍ଥିତରେ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ।
ଫ୍ଲାଗ ମାର୍ଚ୍ଚରେ ସିଆଇଏସ୍ ଏଫର ଗୋଟିଏ କମ୍ପାନୀ ଫୋର୍ସ ଏବଂ କିଶନ ନଗର ଥାନା କର୍ମଚାରୀ ଭାଗ ନେଇଥିଲେ । କଟକ ସଦର ନିର୍ବାଚନ…
Read More...