ଭୁବନେଶ୍ବରରୁ ୧୪ ପଜିଟିଭ୍ ଚିହ୍ନଟ, ଆରୋଗ୍ୟ ଲାଭ କଲେ ୨୯ ଜଣ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୧୪ କରୋନା ପଜିଟିଭ ଚିହ୍ନଟ। ଏଥିରେ ୧୦ଟି ଲୋକାଲ କେସ ରହିଥିବା ବେଳେ ୪ ଜଣ କ୍ୱାରେଣ୍ଟାଇନରୁ ରହିଛନ୍ତି। ଏହାସହ ୨୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୧୮କୁ ବୃଦ୍ଧି ପାଇଥିବା ବେଳେ ୩୫୬ଟି ଜଣ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ୩୫୩ଟି ଆକ୍ଟିଭ କେସ ରହିଛି।

 

Leave A Reply

Your email address will not be published.