ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ମୂଲ୍ୟବାନ କାଗଜପତ୍ର ସହ ଗାଡ଼ି ଜଳିପୋଡ଼ି ପାଉଁଶ
ଆନନ୍ଦପୁର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡ଼ା ବଡ଼ବିଲ ଅବକାରୀ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଭୟାବହ ଅଗ୍ନିକାଣ୍ଡ । ବଡ଼ବିଲ ଥାନା କିରିବୁରୁ ଛକରେ ଥିବା କାର୍ଯ୍ୟାଳୟରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଭୟାବହ ଅଗ୍ନିକାଣ୍ଡରେ ମୂଲ୍ୟବାନ କାଗଜପତ୍ର ସହ, ଜବତ ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।
ସୂଚନା ଅନୁଯାୟୀ, ଗତକାଲି…
Read More...