ଆର୍ଓର ବିଶୁଦ୍ଧ ପାଣି ପିଉଥିଲେ ସାବଧାନ! ବିଶେଷଜ୍ଞ କଲେ ଆଶ୍ଚର୍ଯ୍ୟକର ଖୁଲାସା
ଭାରତର ଅଧିକାଂଶ ଲୋକ ନିଜ ଘରେ ସ୍ୱଚ୍ଛ ପାଣି ପାଇଁ ଆର୍ଓ ବା ଓ୍ଵାଟର ପ୍ୟୁରିଫାୟର ଲଗାଉଛନ୍ତି । ସମସ୍ତେ ଜାଣନ୍ତି ଯେ ଆର୍ଓର ପାଣି ସ୍ୱାସ୍ଥ୍ୟ ପାଇଁ ବେଶ୍ ଭଲ ହୋଇଥାଏ । ଏହି କାରଣରୁ ଆମେ ଘରେ ଦାମୀ ଓ୍ଵାଟର ପ୍ୟୁରିଫାୟର (ଆର୍ଓ) ଲଗାଇଥାଉ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶେଷଜ୍ଞମାନେ ଆର୍ଓ ପାଣି ପିଇବାକୁ ମନା କରିଛନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ବୋଲି ସେମାନେ କହିଛନ୍ତି ।
ନିକଟରେ…
Read More...