Sabuthi Sabubele Hata Muthare Khabar

ମାଛ ପିକଅପ୍‌  ଭ୍ୟାନରୁ ୨ଲକ୍ଷ ଟଙ୍କା ଲୁଟ୍

ଖୋର୍ଦ୍ଧା : ଲୁଟିନେଲେ ୨ ଲକ୍ଷ ଟଙ୍କା । ୧୬ନମ୍ବର ଜାତୀୟ ରାଜପଥର ଜଟଣୀ ବାଇପାସ୍‌  ନିକଟରେ ଏହି ଲୁଟ୍‌  ହୋଇଛି । ମାଛ ଅନ୍‌ଲୋଡ୍‌ କରି ଫେରୁଥିବା  ପିକଅପ୍‌  ଭ୍ୟାନକୁ ଅଟକାଇ ଦୁର୍ବୃତ୍ତମାନେ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ କରିବା ସହ ଫେରାର ଦୁର୍ବୃତ୍ତଙ୍କୁ ଧରିବାକୁ ତନାଘନା ଜାରି ରଖିଛି।

Leave A Reply

Your email address will not be published.