କେନ୍ୟୁଜ (ବ୍ୟୁରୋ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ମୃତ, ୨ ଗୁରୁତର। ସୁବର୍ଣ୍ଣପୁର-ବଲାଙ୍ଗିର ଜାତୀୟ ରାଜପଥର ତରେଇକେଲା ବୁଲାଣୀରେ ଘଟିଛି ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ସ୍ୱିଫ୍ଟ ଓ ବଲୋରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ଜଣ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ତରଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମାମଲା ରୁଜୁ କରିଛି।
Trending
- ଜାନୁଆରୀ ୨୧ରୁ ହେବ ତୋଷାଳୀ ମେଳା, କୋଭିଡ କଟକଣା ମାନି ରାଜଧାନୀବାସୀ ମେଳାକୁ ଯାଇପାରିବେ
- ଉମରକୋଟ: ମକା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ୪ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ
- ସୁନ୍ଦରଗଡ଼ରେ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ
- ବ୍ରିସ୍ବେନ୍ ଟେଷ୍ଟରେ ଦ୍ୱିତୀୟ ଇନିଂସରେ ୨୯୪ ରନରେ ଅଲଆଉଟ ଅଷ୍ଟ୍ରେଲିଆ ଟିମ୍
- ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣା, ବିଜେପି ନେତା ସଞ୍ଜୟ ମହାନ୍ତି ଗିରଫ
- ରାଜ୍ଯରେ ଆଜି ୧୩୪ କରୋନା ପଜିଟିଭ୍ ଚିହ୍ନଟ
- ସୁନ୍ଦରଗଡ: ଗୁଣି ଗାରେଡି ସନ୍ଦେହରେ ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା
- ମାଲକାନଗିରି:କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଜେଲ କନଷ୍ଟେବଲ
- ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ ଘଟଣା, ଜଣେ ଅଟକ
- ବ୍ରିସ୍ବେନ୍ରେ ଚତୁର୍ଥ ଟେଷ୍ଟରେ ପୁଣି ବୋଲରଙ୍କ କମାଲ୍