ମହାନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡ଼ିବା ଘଟଣା: ଏବେବି ୭ ନିଖୋଜଙ୍କୁ ଖୋଜୁଛନ୍ତି ସ୍କୁବା ଡାଇଭର
ଝାରସୁଗୁଡ଼ା (କେନ୍ୟୁଜ); ମହାନଦୀରେ ୭ ନିଖୋଜଙ୍କୁ ଖୋଜୁଛନ୍ତି ସ୍କୁବା ଡାଇଭର । ସର୍ଚ୍ଚ କ୍ୟାମେରା ସହାୟତାରେ ଖୋଜା ଯାଉଛି । ଗତକାଲି ଝାରସୁଗୁଡ଼ାରେ ମହାନଦୀରେ ଡଙ୍ଗା ବୁଡ଼ି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି । ସ୍ଥାନୀୟ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ । କିନ୍ତୁ ନିଖୋଜଙ୍କ ସନ୍ଧାନ ମିଳି ନଥିଲା । ଭୁବନେଶ୍ବରରୁ ସ୍କୁବା ଡାଇଭରଙ୍କ ସହ ୨ଟି ସର୍ଚ୍ଚ କ୍ୟାମେରା ଯାଇଛି । ଏହି ଟିମ ଖୋଜାଖୋଜି…
Read More...