ଖରାଦିନେ ଏହି ଫଳ ଖାଆନ୍ତୁ, ଶରୀର ରହିବ ଏକଦମ୍ ହାଇଡ୍ରେଟ୍
ଏବେ ଚାରିଆଡେ ଭୀଷଣ ଗରମ । ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଝାଞ୍ଜି ପବନ । ମୁହଁ ପୋଡି ଯାଉଛି ବାହାରକୁ ବାହାରିଲେ । ଗରମ ଏତେ ହେଉଛି ଯେ ଯାହାର ପ୍ରଭାବ ଆମ ଶରୀର ଉପରେ ମଧ୍ୟ ପଡୁଛି । ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବା ଉଚିତ । ଦିନକୁ ୭ ରୁ ୮ ଗ୍ଲାସ୍ ପାଣି ପିଇବା ଉଚିତ । ଏହା ସହ ଖାଦ୍ୟରେ ମଧ୍ୟ ପରିବର୍ତ୍ତନ କରିବା ଜରୁରୀ । ଯେମିତିକି ଅଧିକ ପରିମାଣର ଫଳ ଖାଇବା, କମ୍ ତେଲର ଖାଦ୍ୟ ଖାଇବା…
Read More...