ଭୁବନେଶ୍ବର(କେନ୍ୟୁଜ୍): ପୁଣି ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱର ୟୁନିଟ୍-୬ରେ ହୋଇଛି ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଏହି ସମୟରେ ଫାଙ୍କା ଗୁଳିଚାଳନା ବି ହୋଇଛି । ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଥିବାର ସୂଚନା ମିଳିଛି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
Trending
- ଶେଷରେ ହ୍ୱାଇଟ ହାଉସ ଛାଡିଲେ ଟ୍ରମ୍ପ
- ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ଆଶ୍ୱସ୍ତି, ଗଞ୍ଜାମର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଘଟଣାରେ ହାଇକୋର୍ଟ ଦେଲେ ଆଗୁଆ ଜାମୀନ
- କଟକ ଯୋବ୍ରା ବ୍ୟାରେଜ ଠାରେ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ସ୍ଥାନୀୟ ଲୋକେ
- ୨୬ରୁ ରାଜଧାନୀରେ ହେବ ଆଦିବାସୀ ମେଳା, କୋଭିଡ଼ ନିୟମ ମାନି ମେଳାର ମଜା ଉଠାଇପାରିବେ ରାଜଧାନୀବାସୀ
- ସ୍ବାଭିମାନ୍ ଅଞ୍ଚଳରେ ବିଏସଏଫ୍ ଡିଜି
- ନିରଞ୍ଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ ଘଟଣା, ଆଉ ୨ ଗିରଫ
- ପ୍ରଫେସର ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ
- ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ କଲା ବାଣପୁର ପୋଲିସ୍
- ଜଙ୍ଗଲ ବିଭାଗର ଦୁଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
- ପାହାଳରୁ ପୁଣି ନକଲି ଆଚାର ଓ ସସ୍ କାରଖାନା ଠାବ