କାହିଁକି ଗୋଲ ହୋଇଥାଏ ରୁଟି? ଜାଣନ୍ତୁ ଏହା ପଛର ରହସ୍ୟ
ଭାରତର ଅନେକ ଲୋକଙ୍କ ପାଇଁ ରୁଟି ଏକ ନିତିଦିନିଆ ଖାଦ୍ୟ । ଏହା ବିନା ଜୀବନ ଅସମ୍ପୂର୍ଣ୍ଣ ମନେହୁଏ । ଗୋଲ ରୁଟି ତିଆରି କରିବା ଗୋଟିଏ ଝିଅ ପାଇଁ କୌଣସି ସ୍ୱପ୍ନଠାରୁ କମ୍ ନୁହେଁ । ସେ ରୋଷେଇ ଘରେ ପାଦ ଦେବା ମାତ୍ରେ ସେ କିପରି ଗୋଲ ରୁଟି ତିଆରି କରିବ ତାହା ଶିଖାଯାଇଥାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ରୁଟିର ଆକୃତି ଗୋଲାକାର କାହିଁକି ଏବଂ ବର୍ଗ କିମ୍ବା ତ୍ରିକୋଣୀୟ ନୁହେଁ କାହିଁକି? ତେବେ ଆସନ୍ତୁ ଜାଣିବା…
Read More...