କ୍ୟାମେରାମ୍ୟାନଙ୍କ ହରକତରେ ରାଗିଗଲେ ଧୋନି, ବୋତଲ ଫୋପାଡିବା ସଂକେତ ଦେଖାଇଲେ : ଭିଡିଓ ଭାଇରଲ
ଆଇପିଏଲ ସିଜିନର ୩୯ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚକୁ ଲକ୍ଷ୍ନୌ ୬ ଓ୍ଵିକେଟରେ ଜିତିନେଇଛି । ଚେନ୍ନାଇର ପରାଜୟରେ ମାର୍କ ଷ୍ଟୋଇନିସଙ୍କ ଭୂମିକା ବେଶ୍ ଅଧିକ ରହିଛି । ସେ ୬୩ ବଲରେ ୧୨୪ ରନ୍ କରି ଅପରାଜିତ ରହିଥିଲେ । ଏହି ମ୍ୟାଚ ସମୟରେ ଏଭଳି ଏକ ଘଟଣା ଘଟିଥିଲା, ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଭିଡିଓରେ ଧୋନିଙ୍କ ଭାବଭଙ୍ଗୀ…
Read More...