ପୁଣି ନୂଆ ମିସାଇଲ୍ ପ୍ରସ୍ତୁତ କଲା ଉତ୍ତର କୋରିଆ, ଯାହାର ପରୀକ୍ଷାରେ ଚକିତ ହୋଇଛି ସାରା ବିଶ୍ୱ
ଉତ୍ତର କୋରିଆ ପୁଣି ଏକ ସୁପର ଲାର୍ଜ ୱାରହେଡ୍ କ୍ରୁଜ୍ ମିସାଇଲ ଏବଂ ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ପରୀକ୍ଷା କରି ବିଶ୍ୱକୁ ଚକିତ କରିଛି । ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ଏବଂ ରୁଷ ଓ ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ ଓ ହାମାସ ଏବଂ ଇସ୍ରାଏଲ ଓ ଇରାନ ଯୁଦ୍ଧ ମଧ୍ୟରେ ଉତ୍ତର କୋରିଆର ଏହି ପରୀକ୍ଷା ସମଗ୍ର ବିଶ୍ୱକୁ ଏକ ବଡ଼ ବାର୍ତ୍ତା ଦେବାକୁ ଯାଉଛି । ସୂଚନା ଅନୁସାରେ, ଶନିବାର ଉତ୍ତର କୋରିଆ ଜଣାଇଛି ଯେ ଏହାର ପଶ୍ଚିମ…
Read More...